କର୍ଲାମୁଣ୍ଡା ଯୁକ୍ତ ଦୁଇ ମହାବିଦ୍ୟାଳୟ ର ସାଂସଦ ପ୍ରତିନିଧି ହେଲେ ବନମାଳି ସାହୁ...

କଳାହାଣ୍ଡି:ଲୋକ ଆବାଜ. ଇନ(ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଡୁକେରମାଲ ଗ୍ରାମ ର ବିଜେପି ନେତା ବନମାଳୀ ସାହୁ କର୍ଲାମୁଣ୍ଡା ଯୁକ୍ତ ଦୁଇ ମହାବିଦ୍ୟାଳୟ ର ସାଂସଦ ପ୍ରତିନିଧି ଭାବେ ନିଯୁକ୍ତି ହୋଇଛନ୍ତି l
ଏ ନେଇ କଳାହାଣ୍ଡି ଲୋକସଭା ସାଂସଦ ମାଲବିକା ଦେବୀ ସୁପାରିଶ କରିଥିବା ଜାଣିବା ପରେ ବନମାଳୀ ସାହୁ ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ଜଣେଇଛନ୍ତି।ବନମାଳୀ ସାହୁ ଦୀର୍ଘ ବର୍ଷ ଧରି ଭାରତୀୟ ଜନତା ପାର୍ଟି ର ସକ୍ରିୟ ସଭ୍ୟ ଭାବେ ରହି ସଂଗଠନ କୁ ମଜବୁତ କରିବା ନିମନ୍ତେ ସବୁବେଳେ ଉଦ୍ୟମ ଜାରି ରଖିଛନ୍ତି।
What's Your Reaction?






