ଘଣ୍ଟାପଡ଼ା ରାମଲୀଳା ଉତ୍ସବ ସଂକଳ୍ପର ୧୪ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଆୟୋଜିତ ହେବାକୁଥିବା ଚବିଶି ପ୍ରହର ନାମ ଯଜ୍ଞ ନିମନ୍ତେ ଶୁଭଖମ୍ବ ସ୍ଥାପନ,

କଣ୍ଟାମାଳ: ୨୭/୩(ଲୋକ ଆବାଜ. ଇନ;ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଘଣ୍ଟାପଡ଼ା ଶ୍ରୀଜଗନ୍ନାଥ ନାଟ୍ୟ ସଂସଦର ରାମଲୀଳା ଉତ୍ସବ ସଂକଳ୍ପର ୧୪ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଆୟୋଜିତ ହେବାକୁଥିବା ଚବିଶି ପ୍ରହର ନାମ ଯଜ୍ଞ ନିମନ୍ତେ ବୁଧବାର ଦିନ ରିତିନୀତିରେ ପୂଜାର୍ଚ୍ଚନା ପରେ ଶୁଭଖମ୍ବ ସ୍ଥାପନ ହୋଇଯାଇଛି।ଶୁଭଖମ୍ବ ସ୍ଥାପନରେ କର୍ତ୍ତା ଭାବେ ତୋଫାନ ମାଝୀ କାର୍ଯ୍ୟ ତୁଲାଇଥିବା ସ୍ଥଳେ ପଣ୍ଡିତ ଚିତ୍ତରଂଜନ ପାଣିଗ୍ରାହୀ ପୂଜା କାର୍ଯ୍ୟ କରିଥିଲେ। କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।
What's Your Reaction?






