ନବୋଦୟ ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେଲେ ଖୁସ୍ମିତା ମାଝୀ

Apr 1, 2026 - 16:03
 0  28
ନବୋଦୟ ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେଲେ  ଖୁସ୍ମିତା ମାଝୀ

କର୍ଲାମୁଣ୍ଡା: ଲୋକ ଆବାଜ. ଇନ(ନନ୍ଦି କିଶୋର ଭୋଇଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ତୁଲାପଡା ଗ୍ରାମର ଡମ୍ବରୁ ଧର ମାଝୀ ଓ ପୁଷ୍ପା ମାଝୀ ଙ୍କ ଝିଅ ଖୁସ୍ମିତା ମାଝୀ ନବୋଦୟ ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ଜଣା ପଡିବା ପରେ ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି।ସେ ମ ରାମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ଅଟନ୍ତି।ତାଙ୍କର ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣେଇଛନ୍ତି

What's Your Reaction?

like

dislike

love

funny

angry

sad

wow