ନୂଆଁ ଖାଇ ଅବସରରେ କର୍ଲାମୁଣ୍ଡା ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଲକ୍ କଂଗ୍ରେସ ସଭାପତି ସୁରେଶ ଚୌଧୁରୀ ଙ୍କ ଶୁଭେଚ୍ଛା ବାର୍ତ୍ତା...

ପଶ୍ଚିମ ଓଡିଶାର କୃଷି ଭିତ୍ତିକ ମହାନ ଗଣପର୍ଵ ପବିତ୍ର ନୂଆ ଖାଇ ଅବସରରେ ପଶ୍ଚିମ ଓଡିଶାର ଭାଇ ଓ ଭଉଣୀ ମାନଙ୍କୁ ତଥା ଓଡିଶା ବାସୀ ଙ୍କୁ ନୂଆ ଖାଇର ଜୁହାର ତଥା ଶୁଭେଚ୍ଛା ଓ ଅଭିନନ୍ଦନ।
What's Your Reaction?






