ପଲସାଗୋରା ଷ୍ଟେଟ ବ୍ୟାଙ୍କ ରେ ଇ କେୱାସି ପାଇଁ ଭିଢ l

Sep 26, 2024 - 08:01
 0  54
ପଲସାଗୋରା ଷ୍ଟେଟ ବ୍ୟାଙ୍କ ରେ ଇ କେୱାସି ପାଇଁ ଭିଢ  l

କଣ୍ଟାମାଳ :ଲୋକ ଆବାଜ୍. ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ୍)

କଣ୍ଟାମାଳ ବ୍ଲକ ପାଲସା ଗୋରା ଷ୍ଟେଟବ୍ୟାଙ୍କ ଠାରେ ବ୍ୟାଙ୍କର ଗ୍ରାହକ ମାନେ ଇ କେୱାସି କରିବା ପାଇଁ ଖରା ତରାରେ ସୁଭଦ୍ରା ଯୋଜନା ରେ ବ୍ୟାଙ୍କ ଖାତାରେ ଟଙ୍କା ପଡିବ ବୋଲି ମହିଳା ମାନେ ଛୁଆ ପିଲା ଧରି ଆସିଲାଇନ ରେ ଠିଆ ହୋଇଥିବା ଦେଖିବାକୁ ମିଳୁଛିl ଏସ ଏଚ 41ରାସ୍ତା ରୁ ମହିଳାମାନେ ବ୍ୟାଙ୍କ ଭିତରକୁ ଲମ୍ବାଲାଇନରେ ଠିଆ ହେଉଛନ୍ତି l

ଏସ ଏଚ 41ରାସ୍ତା ରେ ଗାଡ଼ି,ମଟର ସବୁବେଳେ ସ୍ପିଡ଼ ରେ ଯାଆସ କରି ଥାଏ ତେଣୁ କରି ଷ୍ଟେଟ ବ୍ୟାଙ୍କ ଅଧିକାରୀ ଦୁର୍ଘଟଣା କୁ ଆଖି ଆଗରେ ରଖି ଏହାର ସୁ ବ୍ୟବସ୍ତା କରାଇ ବାକୁ ସାଧାରଣ ରେ ଦାବିହେଉଛି lଅପର ପକ୍ଷରେଏସବିଆଇର ସିଏସଆରଫଣ୍ଡସର ବିନିଯୋଗକରିଗ୍ରାହକ ମାନଙ୍କ ପାଇଁ ବ୍ୟାଙ୍କରେ ଏକୁଆଗାର୍ଡ ଲଗାଇ ବିଶୁଦ୍ଧ ଥଣ୍ଡା ପାଣି ଯୋଗାଇ ଦେବା ଓ ମହିଳା, ପୁରୁଷ ମାନଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ କରାଯିବାକୁ ସର୍ବ ସାଧାରଣ ରେ ତଥା ବୁଦ୍ଧିଜୀବୀ ମହଲରେ ଦାବିହେଉଛି l

What's Your Reaction?

like

dislike

love

funny

angry

sad

wow