ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ ଙ୍କ ପରଲୋକ.....

Oct 9, 2024 - 10:44
Oct 9, 2024 - 10:52
 0  42
ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ ଙ୍କ ପରଲୋକ.....

କେସିଙ୍ଗା:୦୯/୧୦ "ଲୋକ ଆବାଜ. ଇନ(ଫିରୋଜ କୁମାର ଦାଶ ଙ୍କ ରିପୋର୍ଟ )

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ର ଜଣେ ସୁନାମ ଧନ୍ୟ ବ୍ୟକ୍ତି ଧନେଶ୍ୱର ମାଝୀ ଙ୍କ ୮୪ ବର୍ଷ ବୟସରେ ହୃଦଘାତ ରେ ବିୟୋଗ ହୋଇଯାଇଛି l ସେ ଶିକ୍ଷକ ଜୀବନ ରୁ ରାଜନୀତି କ୍ୟାରିୟର ଆରମ୍ଭ କରି ଜଣେ ସଫଳ ରାଜନେତା ଭାବେ ସୁ ପରିଚିତ। ୧୯୭୮ରୁ ୧୯୮୪ ରେ ଥରେ ରାଜ୍ୟ ସଭା ସାଂସଦ ଓ ବିଜେପି ରୁ ୪ରି ଥର ବିଧାୟକ ରହିଥିବା ବେଳେ ବିଜେଡି  ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ରହିଥିଲେ। ବିଳମ୍ବିତ ରାତିରେ ଯନ୍ତ୍ରଣା ଅନୁଭବ କରିଥିବାରୁ ତାଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିବା ସୂଚନା ମିଳିଛିl ବିଧାୟକ ଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଜିଲ୍ଲା ରେ ଶୋକର ଛାୟା ଖେଳି ଯାଇଛି

What's Your Reaction?

like

dislike

love

funny

angry

sad

wow