ମଝିପଡ଼ା କାଳୀପୂଜା ପାଇଁ ଶୁଭ ଖମ୍ବ ସ୍ଥାପନା*-

ସୁବର୍ଣପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ମଝିପଡ଼ା ସାର୍ବଜନୀନ କାଳୀପୂଜା ପାଈଁ ଆଜି ଅପରାହ୍ନ ରେ ମାଉସୀ ମନ୍ଦୀର ସମ୍ଭୁଖ ରେ ଶୁଭ ଖମ୍ବ ସ୍ଥାପନ କରଯାଇଛି l
ମା ଙ୍କ ଫଟୋ ପ୍ରତିମୂର୍ତ୍ତି ରେ ଓ ଢୋଲ ନିଶାନ ବାଜା କୁ ରିତି ନୀତି ରେ ପୁଜା କରାଯାଇ ଶୁଭ ଖମ୍ବ ସ୍ଥାପନ କରଯାଇଛି l ଢୋଲ ନିଶାନ ତାସା ମହୁରୀ ରେ ପ୍ରକମ୍ପିତ ହୋଇଥିଲା ପୂଜା ମଣ୍ଡପ l ପୁଜା କମିଟି ର ଉଦ୍ୟୋକ୍ତା ପୀୟୂଷ ପଣ୍ଡା, ବିକାଶ ପଣ୍ଡା ଙ୍କ ତତ୍ଵା ବଧlନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଚୈତନ୍ୟ ପୁଝାରୀ ପୂଜକ ଭାବେ ଦାୟିତ୍ୱ ବହନ କରିଥିଲେ l ପୁଜା କମିଟି ସଂlସ୍କୃତିକ କମିଟି ର ସଭାପତି ସମ୍ପାଦକ ଙ୍କ ସହିତ ସମସ୍ତ ସଦସ୍ୟ ଏଥିରେ ଯୋଗ ଦେଇଥିଲେ l ଲଡୁ କିଶୋର ମଲ୍ଲିକ , ଦିଲ୍ଲୀପ ସାହୁ ଖୁମ୍ବ ସ୍ଥାପନା ଓ ପୂଜା କାର୍ଯ୍ଯ ରେ ସହଯୋଗ କରି ଥିଲେ l ଆଜି ଠାରୁ ମା ଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା କୁ ପ୍ରସ୍ତୁତି ହୋଇଥିବା ବିଷୟ କମିଟି ସଭାପତି ସମ୍ପାଦକ ଓ ମୂର୍ତ୍ତି କାରିଗର ଠାରୁ ସୂଚନା ମିଳିଛି l
What's Your Reaction?






