ରାଇଫଲ୍ ଏସୋସିଏସନ୍ ଅଫ ଇଣ୍ଡିଆ ର ସଭାପତି ଭାବେ ନିର୍ବାଚିତ ହେଲେ କଳିକେଶ ନାରାୟଣ ସିଂଦେଓ*-

Sep 23, 2024 - 21:19
 0  17
ରାଇଫଲ୍ ଏସୋସିଏସନ୍ ଅଫ ଇଣ୍ଡିଆ ର ସଭାପତି ଭାବେ ନିର୍ବାଚିତ ହେଲେ କଳିକେଶ ନାରାୟଣ ସିଂଦେଓ*-

 ବଲାଙ୍ଗିର -୨୩/୯- ଲୋକ ଆବାଜ .ଇନ(ମନୋରଞ୍ଜନ ତ୍ରୀପାଠୀ ଙ୍କ ରିପୋର୍ଟ) - : 

ରାଇଫଲ୍ ଏସୋସିଏସନ୍‌ ଅଫ୍ ଇଣ୍ଡିଆ ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ । ଗତକାଲି ଦିଲ୍ଲୀରେ ବିଧାୟକ କଳିକେଶ ରାଇଫଲ୍ ଏସୋସିଏସନ୍‌ର ଅଫ୍ ଇଣ୍ଡିଆ (ଏନ୍‌ଆର୍‌ଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଦୀର୍ଘଦିନ ଧରି ଦାୟିତ୍ବରେ ଥୂବା ସଭାପତି ରଣେନ୍ଦର ସିଂଙ୍କ ଇସ୍ତଫା ପରେ ଗତ ବର୍ଷ ଠାରୁ ଏନ୍‌ଆର୍‌ଏଆଇର ସମସ୍ତ କାର୍ଯ୍ୟ ପରିଚଳନା କରି ଆସୁଥିଲେ କଳିକେଶ । ଆଜି ବିଧିବଦ୍ଧ ଭାବେ କଳିକେଶ ରାଇଫଲ୍ ଏସୋସିଏସନ୍‌ର ଅଫ୍ ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହେବା ପରେ ବଲାଙ୍ଗିର ସାଂସଦ କ୍ଷେତ୍ର ସମେତ ସାରା ରାଜ୍ୟ ର ଶୁଭେଚ୍ଛୁଙ୍କ ମହଲରୁ କଳିକେଶଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଦେଖୁବାକୁ ମିଳିଛି ।

What's Your Reaction?

like

dislike

love

funny

angry

sad

wow