ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ

କନ୍ଧମାଳ: ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ l ରାଷ୍ଟ୍ରୀୟ ବଜରଙ୍ଗ ଦଳ ଅଧକ୍ଷ ବିଶ୍ଵନାଥ ପାତ୍ର ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା ସଭାପତି ସଂଗ୍ରାମ ଭାଇ ,ଜିଲ୍ଲା ସମ୍ପାଦକ କାହ୍ନୁ ଚରଣ ଗୌଡ଼,ଶାଖା ପରିଚାଳକ ମୃତ୍ୟୁଞ୍ଜୟ ବେହେରା, ରାଜେଶ ବେହେରା ଓ ଜଗା ବେହରା ଙ୍କ ଉପସ୍ଥିତି ରେ ବାଲିଗୁଡା ଠାରେ ଶସ୍ତ୍ର ପୂଜନ ଓ କନ୍ୟା ପୁଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି l
ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ବଜରଙ୍ଗ ଦଳ ର କର୍ମୀ ଉପସ୍ଥିତ ଥିଲେ l
What's Your Reaction?






