ସମ୍ପୂର୍ଣତା ଅଭିଯାନର ପୁଷ୍ଟିକର ଖାଦ୍ୟର ସଚେତନତା ଶିବିର

Sep 4, 2024 - 23:04
 0  22
ସମ୍ପୂର୍ଣତା ଅଭିଯାନର ପୁଷ୍ଟିକର ଖାଦ୍ୟର ସଚେତନତା ଶିବିର

ନୂଆପଡା : ଲୋକଆବାଜ୍.ଇନ୍(ରାମ ନାଥ ପଣ୍ଡା ଙ୍କ ରିପୋର୍ଟ୍)

 ନୀତି ଆୟୋଗ ଦ୍ୱାରା ଜୁଲାଇ ମାସ ୪ ତାରିଖରୁ ଆରମ୍ଭ ହୋଇ ଥିବା ତ୍ରୈମାସିକ ସମ୍ପୂର୍ଣ୍ଣତା ଅଭିଯାନ ଅଧୀନରେ ଆଜି ପେଣ୍ଡରାବନ ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ସେବା କୋମନା ଓ ଆକାଂକ୍ଷୀ ଜ଼ିଲ୍ଲା କାର୍ଯ୍ୟକ୍ରମର ବିକାଶ ସହଯୋଗୀ ଭାବେ ପିରାମଲ ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଏକ ପୌଷ୍ଟିକ ଆହାର ମେଳା ପୌଷ୍ଟିକ ବଗିଚା ଉପରେ ସଚେତନତା ରାଲି ଆୟୋଜିତ ହୋଇ ଯାଇଛି |

 ଏହି କାର୍ଯ୍ୟକ୍ରମକୁ ଶ୍ରୀ ଭକ୍ତବନ୍ଧୁ ବୁଡ଼େକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋମନା ଉନ୍ମୋଚନ କରିଥିଲେ | କାର୍ଯ୍ୟକ୍ରମରେ ୭୦ ଜଣ ମହିଳା ଓ ୩୦ ଜଣ ବାଳିକା ଅଂଶ ଗ୍ରହଣ କରିଥିଲେ ।ଯେଉଁ ଥିରେ ଅନ୍ନପ୍ରାସନ୍ନ ଓ ଗୋଧଭରାଈ ର ଆୟୋଜନ ହୋଇଥିଲା | କାର୍ଯ୍ୟକ୍ରମକୁ ପିରାମଲ ଫାଉଣ୍ଡେସନ ପକ୍ଷରୁ କେ ରୋଳକଶୀ ଓ ଜ୍ୟୋତି ପାରଧୀ ପରିଚାଳନା କରିଥିଲେ |

What's Your Reaction?

like

dislike

love

funny

angry

sad

wow