ସ୍କୁଟି ବୁଲୋର ମୁହାମୁଁହି ଧକ୍କା ଜଣେ ଆହତ l ଆହତ ଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତିକଲେ ସାମ୍ୱାଦିକ ଓ ସମାଜସେବୀ l

Sep 19, 2024 - 08:48
 0  59
ସ୍କୁଟି ବୁଲୋର ମୁହାମୁଁହି ଧକ୍କା ଜଣେ ଆହତ l ଆହତ ଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତିକଲେ ସାମ୍ୱାଦିକ ଓ ସମାଜସେବୀ l

ବାଲିଗୁଡ଼ା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ବାଲିଗୁଡା ଉପଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ସ୍କୁଟି ବୁଲେରୋ ମୁହାଁମୁହିଁ ଧକ୍କା l ଦୁର୍ଘଟଣା ରେ ସ୍କୁଟି ଚାଳକ ଗୁରୁତର l ଗୁରୁତର ଯୁବକ ଙ୍କୁ ସାମ୍ୱାଦିକ ପ୍ରମୋଦ କୁମାର ଦଣ୍ଡସେନା ଓ ରଞ୍ଜିତ ମହାନ୍ତି ଉଦ୍ଧାର କରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଇଛନ୍ତି l ବାଲିଗୁଡା ପୋଲିସ ଦୁର୍ଘଟଣା ଘଟାଇଥିବା ବୁଲେରୋ କୁ ଜବତ କରିବା ସହ ଡ୍ରାଇଭର କୁ ଅଟକ ରଖିଛି l ସୂଚନା ଅନୁଯାୟୀ କ.ନୂଆଗାଁ ଥାନା କଣ୍ଡିବନ୍ଧା ଅଂଚଳ ର ଯୁବକ ଜଣକ କଲେଜ କୁ ଯାଉଥିବା ସମୟରେ ମୁନିଗୁଡା ରୁ ବଡମ୍ବା ନରସିଂହପୁର ଅଭିମୁଖେ ଆସୁଥିବା ବୁଲେରୋ ଟି ସାମ୍ନା ପଟୁ ଧକ୍କା ଦେଇଥିଲା l

What's Your Reaction?

like

dislike

love

funny

angry

sad

wow