ସ୍ୱଛତା ହିଁ ସେବା କାର୍ଯ୍ୟ କ୍ରମ ଅନୁଷ୍ଠିତ

Sep 17, 2024 - 21:06
 0  18
ସ୍ୱଛତା ହିଁ ସେବା କାର୍ଯ୍ୟ କ୍ରମ ଅନୁଷ୍ଠିତ

କଣ୍ଟାମାଳ: ଲୋକ ଆବାଜ୍.ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

କଣ୍ଟାମାଳ ବ୍ଲକ ସଦର ହାଇସ୍କୁଲ ପଡିଆ ଠାରେ ଯଶସ୍ବୀପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନଅବସରରେ ସ୍ୱଛତା ହିଁ ସେବା ପକ୍ଷ କାର୍ଯ୍ୟ କ୍ରମ ଆରମ୍ଭ ହୋଇ ଯାଇଛି l ଏହି ଅବସରରେ ଆଜି ବ୍ଲକ ପ୍ରଶାସନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବିଡ଼ିଓ ସାମି ଜୟଶ୍ରୀ ରେଡି ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟ କ୍ରମରେ ସାଂସଦ ପ୍ରତିନିଧି ଦୀପକ ବାରିକ, ତହସିଲଦାର ସୁଶ୍ରୀ ଶ୍ୱେତପଦ୍ମା ଯୋଶୀ, ଆଡିସିନାଳ ପିଡି ଚାଲସ ନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜୟ ମହନ୍ତ,ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ, ସୁମିତ୍ରା ସାହୁ, ବିଆରସି ଅର୍ଜୁନ ଦାସ, ଏମ ଟି ରଞ୍ଜନ କୁମାର ପାତ୍ର, ପୂର୍ଣ୍ଣ ଚରଣ ସାହୁ,ମଣ୍ଡଳ ସଭାପତି ନିରଞ୍ଜନ କର୍ଣ୍ଣ, ଅନିଲ ପ୍ରଧାନ, ପିନାକ ରଣା, ଇଂ ଦିବ୍ୟାଲୋଚନ ନାୟକପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ l

What's Your Reaction?

like

dislike

love

funny

angry

sad

wow