ଏନିମେଟର ଓ ସୁପରଭାଇଜର ମାନଙ୍କୁ ଜନ ଗଣନା ପାଇଁ ନିଯୁକ୍ତି ପତ୍ର ପ୍ରଦାନ

Apr 15, 2026 - 08:58
 0  9
ଏନିମେଟର ଓ ସୁପରଭାଇଜର ମାନଙ୍କୁ ଜନ ଗଣନା ପାଇଁ ନିଯୁକ୍ତି ପତ୍ର ପ୍ରଦାନ

କର୍ଲାମୁଣ୍ଡା:୧୪/୪(ଲୋକ ଆବାଜ. ଇନ/ବ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ରତନ ଭୋଇ ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ଜନ ଗଣନା ପାଇଁ ନିୟୋଜିତ ହୋଇଥିବା ଏନିମେଟର ଓ ସୁପରଭାଇଜର ମାନଙ୍କୁ ଆଇ ଡି କାର୍ଡ ଓ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ତହସିଲଦାର ଅରୁଣ ବର୍ଗେ ,ଅତିରିକ୍ତ ତହସିଲଦାର ଶୁଭେନ୍ଦୁ ପଟେଲ ଯୋଗ ଦେଇ ୧୧୬ ଜଣ ଏନୁମେଟର ଓ୨୦ ଜଣ ସୁପରଭାଇଜର ଙ୍କୁ ଜନ ଗଣନା ପାଇଁ ପରିଚିତ ପତ୍ର ,ଏଚ ଏଲ ବି ମ୍ୟାପ,ସାର୍କିଲ ମ୍ୟାପ ସହ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।

What's Your Reaction?

like

dislike

love

funny

angry

sad

wow