କଳାହାଣ୍ଡି ଜିଲ୍ଲା ପାଳ ଙ୍କ ବିଭିନ୍ନ ଅଞ୍ଚଳ ଗ୍ରସ୍ତ.......

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ଅଞ୍ଚଳକୁ ବୁଧବାର ଜିଲ୍ଲାପାଳ ଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରଥମେ ନବନିର୍ମିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଗୃହ କୁ ପରିଦର୍ଶନ କରିବା ସହ ରେଗଡା ଭୋଇ ପଡ଼ା ଓ ଅନ୍ୟାନ୍ୟ ସ୍ଥାନ କୁ ଗ୍ରସ୍ଥ କରିଥିଲେ।ଏଥିରେ ବିଡ଼ିଓ ମଣ୍ଟୁ ଖମାରୀ,ସହକାରୀ ଯନ୍ତ୍ରୀ ସନ୍ଦୀପ କୁମାର ନାଏକ, ବୋରପଦର୍ ସରପଞ୍ଚ ସୁବାଷ ସାହୁ, ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।
What's Your Reaction?






