ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର l

Sep 23, 2024 - 22:05
 0  39
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର  l

କଣ୍ଟାମାଳ ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ୍)

କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମ ପଂଚାୟତଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଓ ଡ଼ିଏସପି ହେଡ଼କ୍ଵାଟର ସଂଯୁକ୍ତା ବାଲ୍ଲା ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ସମୁଦାୟ 129ଗୋଟି ଆପତ୍ତି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ 117ଟି ବ୍ୟକ୍ତିଗତ ଓ 12ଗୋଟି ସାମୁହିକ ମାମଲା ରହିଥିଲା l ସ୍ପଟରେ 72ଟି ଅଭିଯୋଗ ସମାଧାନ ହୋଇଥିଲା l ସିଏମଆରଏଫରୁ ଜଣକୁ ତିନି ହଜାର ଟଙ୍କା ଦିଆ ଯାଇ ଥିଲା l କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ସାମୁହିକ ମାମଲା ଓ ବ୍ୟକ୍ତିଗତ ମାମଲା ନେଇ ଆସିଥିବା ଆପତ୍ତି ଅଭିଯୋଗ ର ଶୁଣାଣି କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସମାଧାନ ପାଇଁ ନିର୍ଦେଶ ଦିଆଯାଇଛି । ଶିବିରର ଅନ୍ୟମାନଙ୍କ ମଧ୍ୟରେ ନୋଡାଲ ଅଫିସର ସୁଦାମ କୁମାର ସ୍ୱାଇଁ, ମୁଖ୍ୟଉନ୍ନୟନଅଧିକାରୀତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ,ଆଡିସିନାଲ ପିଡ଼ି ଚାଳସ ନାୟକ କଣ୍ଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସାମି ଜୟଶ୍ରୀ ରେଡି,କଣ୍ଟାମାଲ ତହସିଲଦାର ଶ୍ୱେତପଦ୍ମl ଯୋଶୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ,ଇଂ ଜୟମହନ୍ତ,ଜଳଓ ପରିମଳ ବିଭାଗ ର ସହକାରୀ ଯନ୍ତ୍ରୀ,ଇଂ ଅଜିତକୁମାର ସେଠି, ପୂର୍ତ୍ତ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଦୁଷ୍ମନ୍ତ କୁମାର ସାମଲ,ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରାଜକିଶୋର ମଳିକ,କନିଷ୍ଠଯନ୍ତ୍ରୀ ଇଂ ରବୀନ୍ଦ୍ର କୁମାର ଅlଚାରୀ,ଇଂ ଦିବ୍ୟଲୋଚନ ନାୟକ,ଇଂ ସୁବାଶିଷ ରଥ,ଇଂକାଁହୁ ଚରଣ ସ୍ୱାଇଁ, ଖୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଧରଣୀ କିସାନ ,ବିଏସଏସଓ ସୂର୍ଯ୍ୟ ଦାସ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡାକ୍ତର ଜୟକୃଷ୍ଣ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରl କୁଜୁର, ବ୍ଲକ ଯୋଗାଣ ଅଧିକାରୀ ପ୍ରଦୀପ କହଁର, ଗ୍ରାମପଂଚାୟତଉନ୍ନୟନ ଅଧିକାରୀ ଗୌରୀପ୍ରଧାନ,ଏପିଓ ସଂଜିତ କୁମାର ମିଶ୍ର, ଜିଲ୍ଲା ପଂଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି, ନିର୍ବାହୀଯନ୍ତ୍ରୀବୌଦ୍ଧ ଜଳସେଚନ ବିଭାଗ ନରେଶକୁମାର ବାରିକ ,କଣ୍ଟାମାଳ ଥାନାଅଧିକାରୀ ଭାବାନନ୍ଦ ପ୍ରଧାନ,ବ୍ଲକର ସମସ୍ତ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରି ପ୍ରମୁଖ ଉପସ୍ଥିତ ଥିଲେ l ଶିବିରକୁ ନିରୋଜ ପାତ୍ର, ସ୍ୱାଧୀନ କୁମାର ରାଜହଂସ, ପ୍ରଶାନ୍ତ ନାଏକ, ରୋହିତ ନାୟକ , ରିଣ୍ଟୁ ନାୟକୁ ଅରୁଣ ବେହେରl, ଧରମ ବେହେରା, ଗୋବିନ୍ଦ ସାହୁ,ସୁଦାମ ସାହୁ, ସମେତ କଣ୍ଟାମାଳ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow