ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜ ର ନୂଆ ଖାଇ ଭେଟ ଘାଟ ପାଇଁ ପ୍ରସ୍ତୁତ ବୈଠକ

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜ ର ନୂଆ ଖାଇ ଭେଟ ଘାଟ ପାଇଁ ରବିବାର ଦିନ ପ୍ରସ୍ତୁତ ବୈଠକ ସଭାପତି ଦୀନବନ୍ଧୁ ସାହୁ ଙ୍କ ସଭାପତି ତ୍ୱ ରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା କମିଟି ସଦସ୍ୟ ମୁରଲୀଧର ସାହୁ,ହିରାମଣି ସାହୁ ପ୍ରମୁଖ ଯୋଗ ଦେଇ ଥିଲେ।ଏଥିରେ ବ୍ଲକ ର ପ୍ରାୟ ସମସ୍ତ ଗାଁ କମିଟି, ମଣ୍ଡଳ କମିଟି,ବ୍ଲକ କମିଟି ,ଜିଲ୍ଲା କମିଟି ର ସଦସ୍ୟ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।ତେବେ ଆସନ୍ତା ସେପ୍ଟେମ୍ବର ୨୧ ରେ ଧୂମ ଧାମ ରେ ନୁଆ ଖାଇ ଭେଟଘାଟ କରାଯିବାକୁ ସ୍ଥିର କରାଯାଇଥିଲା। ହେବାକୁ ଥିବା କାର୍ଯ୍ୟକ୍ରମ କୁ ସୁ ପରିଚାଳନା କରିବା ପାଇଁ ପରିଚାଳନା କମିଟି,ଖାଦ୍ୟ କମିଟି, ସଂସ୍କୃତିକ କମିଟି, ଉପଦେଷ୍ଟା କମିଟି ଗୁଡିକ ଗଠନ କରାଯାଇଥିଲା।
ଏଥିରେ ଦୁର୍ଗା ପ୍ରସାଦ ସାହୁ,ପିତାମ୍ବର ସାହୁ,ଉଜ୍ଜଳ କୁମାର ସାହୁ,ଗୋପ ମଣି ସାହୁ,ପ୍ରସନ୍ନ କୁମାର ସାହୁ,ଅବନୀ ସାହୁ,ଯଦୁମଣି ସାହୁ,ନରେନ୍ଦ୍ର ସାହୁ,ସୁଦର୍ଶନ ସାହୁ,ଗୋବିନ୍ଦ ସାହୁ,ଘନ ଶ୍ୟାମ ସାହୁ,ସତ୍ୟ ନାରାୟଣ ସାହୁ,ରଶ୍ମିରଞ୍ଜନ ସାହୁ,ସୁବଲୟା ସାହୁ,ଚିତ୍ରସେନ ସାହୁ,ବସୁଦେବ ସାହୁ,ଧ୍ରୁବ ଚରଣ ସାହୁ,କିଶୋର ସାହୁ,ପ୍ରଦୀପ କୁମାର ସାହୁ,ଚୌଧୁରୀ ସାହୁ,କୌତୁକ ସାହୁ,ଖିଲାଧର ସାହୁ,ଧନୁର୍ଯ ସାହୁ,ଅର୍ଜୁନ ସାହୁ,ଭରତ ସାହୁ,ହରିଶ୍ଚନ୍ଦ୍ର ସାହୁ,ପ୍ରମୋଦ ସାହୁ,କାମଦେବ ସାହୁ,ସାଗର ସାହୁ,ପୁଷ୍ପ ସାହୁ,ଧନଞ୍ଜୟ ସାହୁ,କ୍ଷୀର ସାହୁ,ସୈଲ୍ୟ ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
What's Your Reaction?






