ଦୁଇ ବାଇକ୍ ମୁହଁl ମୁହିଁ ଧକ୍କା, କଲେଜ ଛାତ୍ର ସମେତ ଦୁଇମୃତ

ବାଲିଗୁଡ଼ା:ଲୋକ ଆବାଜ୍. ଇନ (ପ୍ରମୋଦ କୁମାର ଦଣ୍ଡସେନା)
କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ଲାସେରି ଗାଁ ରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା,ଦୁଇବାଇକ୍ ମୁହାଁ ମୁହିଁ ଧକ୍କା ରେ ଦୁଇ ବାଇକ୍ ଆରୋହୀ ମୃତ ,ମୃତକ ହେଲେ କଲେଜ ଛାତ୍ର ଅନଙ୍ଗ ପ୍ରଧlନୀ ଓ ଶୁଶାନ୍ତ ସାହୁ, ଘଟଣା ସ୍ଥଳରେ କୋଟଗଡ଼ ଥାନା ପୋଲିସ୍ ର ତଦନ୍ତ ଜାରୀ l
What's Your Reaction?






