ପଞ୍ଚମେଶ୍ୱର ମନ୍ଦିରରେ ଝାଞ୍ଜି ମଡ଼ା ଯାତ୍ରା

Feb 28, 2025 - 19:38
 0  6
ପଞ୍ଚମେଶ୍ୱର ମନ୍ଦିରରେ ଝାଞ୍ଜି ମଡ଼ା ଯାତ୍ରା

ପଞ୍ଚମେଶ୍ୱରର ମନ୍ଦିରରେ ଝାଞ୍ଜି ମଡ଼ା ଯାତ୍ରା

କଳାହାଣ୍ଡି: ଲୋକ୍ ଆଵାଜ୍.ଇନ୍(ବ୍ୟୁରୋ)

ମ ରାମପୁର ବ୍ଲକ ଡମକର୍ଲାଖୁଣ୍ଟା ରାହୁଲ ନଦୀ ତଟସ୍ଥିତ ପଞ୍ଚମେଶ୍ୱରର ଶିବ ମନ୍ଦିରରେ ମହାଶିବରାତ୍ରି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ଦିର ନିକଟରେ ଥିବା ମା ପଞ୍ଚମେଶ୍ୱର ଙ୍କ ଝାଞ୍ଜି ମଡ଼ା ଯାତ୍ରା ହୋଇଥାଏ । ମା’ ବହୁଦୂରଦୂରାନ୍ତର ରୁ ଆସୁଥିବା ଭକ୍ତଙ୍କ ପ୍ରାର୍ଥନା ଶୁଣିଥାନ୍ତି | ବଲାଙ୍ଗୀର, ବୌଦ୍ଧ , ସୁବର୍ଣ୍ଣପୁର, ଏବଂ କନ୍ଧମାଳ ସମେତ କାଲାହାଣ୍ଡିରୁ ହଜାର ହଜାର ଭକ୍ତ ଆସି ମାସିକ ରୀତିନୀତି ରେ ପୂଜାର୍ଚନା କରନ୍ତି। ଆଜି ସକାଳ ୯ଘଣ୍ଟା ଟାରୁ ଅପରାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ପଞ୍ଚମେଶ୍ୱର ଦେବଙ୍କ ଗ୍ରାମ ପରିକ୍ରମା ହୋଇଥାଏ । ଏଥିରେ ସମସ୍ତ ଗ୍ରାମବାସୀ ଫୁଲ ଚନ୍ଦନ ଧୂପ ଦେଇ ପ୍ରଭୁଙ୍କ ଗୋଡ଼ ଧୋଇ ଥାନ୍ତି ପରେ, ସେ ମନ୍ଦିରକୁ ଆସିବା ପରେ ସେ ଲୋକମାନଙ୍କର ନିବେଦନ ଶୁଣି ଅଗ୍ନି ଗର୍ତ୍ତରେ ଚାଲିଥାନ୍ତି । ଏହି କାର୍ଯ୍ୟକ୍ରମରେ ପୁରୋହିତ କରୁଣା ପାତ୍ର, ଗିରିଧାନ ଧରୁଆ ଏବଂ ଲକ୍ଷ୍ମୀପତି ପାତ୍ରଙ୍କ ସହିତ ଗ୍ରାମବାସୀ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow