ବାଗବୁରେଇ ଝିଅ ମାନଂକ ଦ୍ଵାରା ଅଭିନୀତ ରାମଲୀଳା ନାଟକ ଦର୍ଶକ ଙ୍କ ମନ ମୋହୁଛି.....

Sep 14, 2024 - 23:11
 0  45
ବାଗବୁରେଇ ଝିଅ ମାନଂକ ଦ୍ଵାରା ଅଭିନୀତ ରାମଲୀଳା ନାଟକ ଦର୍ଶକ ଙ୍କ ମନ ମୋହୁଛି.....

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସ. ମାଲପଡା ପଞ୍ଚାୟତ ବାଗବୁରେଇ ଗାଁର ଛୋଟ ଛୋଟ ଝିଅ ମାନଙ୍କ ଦ୍ଵାରା ଅଭିନୀତ ରାମଲୀଳା ନାଟକ ଏବେ ଦର୍ଶକ ମାନଙ୍କ ଦ୍ଵାରା ପ୍ରଶଂସିତ ହୋଇପାରିଛି। ରିଂଜା ଜାନିପଡା ଠାରେ ଶନିବାର ରାତିରେ ଏହି ଗାଁର କୁନି କୁନି କଳାକାର ଙ୍କ ଅଭିନୟ ଓ ଗୀତ ଶୁଣିବାକୁ ଶହ ଶହ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ତେବେ କଳାକାର ମାନେ ଏତେ କମ ବୟସ ରେ ଉଚ୍ଚ କୋଟିର ଅଭିନୟ କୁ ଦର୍ଶକ ମାନେ ପ୍ରଶଂସା କରିଥିଲେ।

What's Your Reaction?

like

dislike

love

funny

angry

sad

wow