ବାଲିଗୁଡ଼ା ରେ ନଗର ରେ ସଦସ୍ୟତା କର୍ମଶାଳା ଓ ସୁଭଦ୍ରା ଯୋଜନା ସଂପର୍କ ରେ ଆଲୋଚନା

Aug 31, 2024 - 20:18
 0  98
ବାଲିଗୁଡ଼ା ରେ ନଗର ରେ ସଦସ୍ୟତା କର୍ମଶାଳା ଓ  ସୁଭଦ୍ରା ଯୋଜନା ସଂପର୍କ ରେ ଆଲୋଚନା

ବାଲିଗୁଡା: ଲୋକ୍ ଆଵାଜ୍ .ଇନ୍ ( ପ୍ରମୋଦ କୁମାର ଦଣ୍ଡସେନା)
 କଂଧମାଳ ଜିଲ୍ଲା ବାଲିଗୁଡ଼ା ନଗର ନୂଆସାହି ସ୍ଥିତ  ୬ ନମ୍ବର ୱାର୍ଡ ରେ ଅପରାହ୍ନ ୩ ଘଣ୍ଟିକା ସମୟରେ ବରାଳଦେବୀ ମନ୍ଦିର ପ୍ରାଙ୍ଗଣ ରେ ବିଜେପି ର ସଦସ୍ୟ ଅଭିଯାନ କର୍ମଶାଳା ଓ ସୁଭଦ୍ରା ଯୋଜନା ସମ୍ବନ୍ଧରେ ଆଲୋଚନା ହୋଇଥିଲା ଏହି କାର୍ଯ୍ୟକ୍ରମରେ ପୁର୍ବତନ କାଉନ୍ ସିଲର ଝରଣା ଦଣ୍ଡସେନା ଙ୍କ ନେତୃତ୍ବ ରେ  ଆୟୋଜିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଉପ ସଭାନେତ୍ରୀ ସୁଷମା ସାହୁ ନରସିଂହ ଇନ୍ଦ୍ରମଣି ପାତ୍ର ଓ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ସହଯୋଗ ରେ ନୂଆସାହି ୬ ନମ୍ବର ୱାର୍ଡ ର ସମସ୍ତ ସଦସ୍ୟ ସଦସ୍ୟା ମାତୃ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ମାନଂକୁ ନେଇ ସଦସ୍ୟତା ଅଭିଯାନ ଓ ସୁଭଦ୍ରା ଯୋଜନା ସମ୍ବନ୍ଧରେ ଆଲୋଚନା ହୋଇଥିଲା l ଏହି ବୈଠକ ରେ ସକ୍ରିୟ ଅଂଶ ଗ୍ରହଣ ବୈଠକ କୁ ସାଫଲ୍ୟ ମଣ୍ଡିତ କରୁଥିବା ରୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଜଗନ୍ନାଥ ବିଷୋୟୀ l

What's Your Reaction?

like

dislike

love

funny

angry

sad

wow