ବିଭୂତିଭୂଷଣ ଆଚାର୍ଯ୍ୟଙ୍କୁ ଯୁବ ରେଡକ୍ରସ୍ ପୁରସ୍କାର

Sep 12, 2024 - 13:42
 0  18
ବିଭୂତିଭୂଷଣ ଆଚାର୍ଯ୍ୟଙ୍କୁ ଯୁବ ରେଡକ୍ରସ୍ ପୁରସ୍କାର

ବାଲିଗୁଡ଼ା:ଲୋକ୍ ଆବାଜ୍‌.ଇନ୍‌(ପ୍ରମୋଦ କୁମାର ଦଣ୍ଡସେନାଙ୍କ ରିପୋର୍ଟ)

ବାଲିଗୁଡ଼ା କନ୍ଧମାଳ ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ତଥା ଆଦିବାସୀ ମହାବିଦ୍ୟାଳୟ ର କାଉନସେଲର ଡ଼ ବିଭୂତିଭୂଷଣ ଆଚାର୍ଯ୍ୟଙ୍କୁ 2022 23 ସମ୍ଵତ୍ସରର ଶ୍ରେଷ୍ଠ କାଉନସେଲର ଭାବେ ପୁରସ୍କୃତ ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।2013 ମସିହାରୁ ଡ଼ ବିଭୂତିଭୂଷଣ କାଉନସେଲର ରହି ରେଡ୍ ରିବନ ଓ ଯୁବ ରେଡକ୍ରସ୍ ବ୍ୟାନରରେ  ବିବିଧ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଆସୁଛନ୍ତି। ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ସଫେଇ ବୃକ୍ଷ ରୋପଣ ନିଶା ନିବାରଣ ଅନ୍ଧ ବିଶ୍ବାସ ଦୂରୀକରଣ ଜଳଛତ୍ର ଆୟୋଜନ ଦୁର୍ଗତଙ୍କୁ ଚିକିତ୍ସା ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ନିଜକୁ ସର୍ବଦା ସାମିଲ କରି ଆସୁଛନ୍ତି।ଜନ ସ ଚେତନତାମୂଳକ କାର୍ଯ୍ୟକ୍ରମରେ ଗାଁ ଗାଁ ସ୍ବେଚ୍ଛାସେବୀଙ୍କୁ ଧରି ବୁଲିଥାନ୍ତି।

What's Your Reaction?

like

dislike

love

funny

angry

sad

wow