ପ୍ରାଥମିକ ଶିକ୍ଷକ ସତ୍ଯନାରାୟଣ ତ୍ରିପାଠୀଂଜୁ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର

Sep 5, 2025 - 08:40
 0  49
ପ୍ରାଥମିକ ଶିକ୍ଷକ ସତ୍ଯନାରାୟଣ ତ୍ରିପାଠୀଂଜୁ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର

ବାଲିଗୁଡା: ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)

ବାଲିଗୁଡା ନୂଆସାହି ଉନ୍ନିତ ମଧ୍ଯ ଇଂରାଜୀ ବିଦ୍ଯାଳୟର ଶିକ୍ଷକ ସତ୍ଯନାରାୟଣ ତ୍ରିପାଠୀ ଚଳିତ ବର୍ଷ ବାଲିଗୁଡା ବ୍ଲକ୍ ରୁ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ଯୋଗ୍ଯ ବିବେଚିତ ହୋଇଛନ୍ତି ା

୨୦୧୧ରୁ ସେ ଶିକ୍ଷକତା କରି ପିପାଲି ସଲାଗୁଡା ଋତୁଂଗିଆ ଆଦି ସ୍କୁଲ୍ ରେ ସଂଖ୍ଯାଗଣନ ସାକ୍ଷରତା ସଂଗୀତ ମାଧ୍ଯମରେ ଜନଜାତି ଛାତ୍ରଛାତ୍ରୀଂକୁ ଶିଖାଇ ଆସିଛନ୍ତି ାନୂତନ ଶିକ୍ଷା ନୀତି ୨୦୨୦କୁ ଆଖି ଆଗରେ ରଖି ସେ ଜଣେ କଣ୍ଠ ଶିଳ୍ପୀ ଭାବେ ଏହା ସୁନ୍ଦର ଭାବେ ପରିବେଷଣ କରିଛନ୍ତି ା ଆକାଶବାଣୀରେ ସେ ବହୁ ଶିକ୍ଷଣୀୟ କାର୍ଯ୍ଯକ୍ରମ ପରିବେଷଣ କରି ଆସୁଛନ୍ତି ା ତାଂକ ଶିକ୍ଷାଗତ ଯୋଗ୍ଯତା ବିଏସ୍ସି ବିଇଡି ସହ ଏମ୍ ଏ ା

What's Your Reaction?

like

dislike

love

funny

angry

sad

wow