ବୌଦ୍ଧ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଟିତ

Aug 21, 2024 - 11:54
 0  22
ବୌଦ୍ଧ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଟିତ

ବୌଦ୍ଧ : ଲୋକ ଆବାଜ୍.ଇନ(ମନୋରଞ୍ଜନ ତ୍ରିପାଠୀ)

 ବୌଦ୍ଧ ଜିଲ୍ଲା ସଦର ମହକୁମା ର ବୌଦ୍ଧ ବ୍ଲକ୍ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଟିତ ହୋଈ ଯାଇଛି l ବ୍ଲକ ଉନ୍ନୟନ ଅଧିକାରୀ ଯୁଧିଷ୍ଟିର ମେହେର ଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଓ ଏସପି ଙ୍କ ସମେତ ଏ ଡି ଏମ ଅନିରୁଦ୍ଧ ପଧାନ, ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଓ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂହ ଉପସ୍ଥିତ ଥିଲେ l ଆଜି ର ଏହି ଜନ ଶୁଣାଣି ରେ ୭୦ ଗୋଟି ସମୁଦାୟ ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥି ମଧ୍ୟରୁ ୬୩ ଗୋଟି ବ୍ୟକ୍ତିଗତ ଅଭିଯୋଗ ଓ ସାତ ଗୋଟି ଗ୍ରାମାଞ୍ଚଳ ର ସାମୁହିକ ଅଭିଯୋଗ ଆସିଥିଲା l ୩୩ ଗୋଟି ଅଭିଯୋଗ ବା ସମସ୍ୟା ର ସ୍ପଟ୍ ସମାଧାନ ହୋଇ ଥିଲା l

What's Your Reaction?

like

dislike

love

funny

angry

sad

wow