୩୦ରେ ମାଆ ଡୋକରୀ ଙ୍କ ଛତର ଯାତ୍ରା

Sep 19, 2025 - 19:53
 0  52
୩୦ରେ ମାଆ ଡୋକରୀ ଙ୍କ ଛତର ଯାତ୍ରା

ଟାପରେଙ୍ଗ ଗଡ ରେ ପ୍ରସ୍ତୁତି ବୈଠକ 

କଳାହାଣ୍ଡି; ଲୋକ ଆବାଜ୍.ଇନ୍;(ବ୍ୟୁରୋ):-

 କଳାହାଣ୍ଡି ଜିଲ୍ଲା ମ,ରାମପୁର ର ଇଷ୍ଟ ଦେବୀ ମାଆ ଡୋକରୀ ଙ୍କ ଛତର ଯାତ୍ରା ଆସନ୍ତା ତିରିଶ ତାରିଖ ରେ ହେବାକୁ ଥିବା ବେଳେ ଆଜି ଏକ ପ୍ରସ୍ତୁତି ତଥା ନିମନ୍ତ୍ରଣ ବୈଠକ ଟାପରେଙ୍ଗ ଗଡ ଠାରେ ଅନୁଷ୍ଠିତ ହୋଇ ଯାଇଛି। ପୂଜକ ତଥା ଗନ୍ତିଆ ଗଜିନ୍ଦ୍ର ପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏଇ ବୈଠକ ରେ ମ,ରାମପୁର ରାଜା ତଥା ମା ଡୋକରୀ ଙ୍କ ପ୍ରଧାନ ସେବକ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ, ରାଜ ପରିବାର ସଦସ୍ୟ ପ୍ରୁଥିରାଜ୍ ସିଂହ ଦେଓ, ଗନ୍ତିଆ ଧନୀରାମ ପାତ୍ର, ଲମ୍ବୋଦର ପାତ୍ର, ତ୍ରିନାଥ ବିଶି, ସମ୍ବାରୁ ଧରୁଆ, ରାଜନ ପାତ୍ର, ସୁଗ୍ରୀ ପାତ୍ର, ଯୋଗେନ୍ଦ୍ର ସେନାପତି,ଯୋଗେନ୍ଦ୍ର ଧରୁଆ, ମୀନକେତନ ପାତ୍ର, ଲୋକନାଥ ପାତ୍ର ଯୋଗ ଦେଇ। ନିଜ ନିଜ ମତ ପ୍ରକାଶ କରିଥିଲେ । ହିମାଂଶୁ କୁମୁରା ସଭା ସଂଯୋଜନା କରି ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ନୀଳାମ୍ବର ପାତ୍ର, ରତ୍ନାକର ପାତ୍ର,କରୁଣାକର ପୁଟା, ଅଙ୍ଗଦ ପାତ୍ର,ଭକ୍ତ ନାଏକ, କବି ଚନ୍ଦ୍ର ପାତ୍ର, ଗୌରାଙ୍ଗ ପାତ୍ର, ଦେବ ସିଂ ପାତ୍ର, ପର୍ଶୁରାମ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ଘାସିରାମ ପାତ୍ର , ଗୋପୀନାଥ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow