ବ୍ରିଜ ଉପରେ ସାଇକେଲ ରଖି ଡ଼େଇଁ ପଡ଼ିଲେ ସ୍କୁଲ ଛାତ୍ରୀ:ଜାରୀ ରହିଛି ସର୍ଚ୍ଚ ଅପରେସନ୍‌

Minor Student to Mahanadi River

Aug 24, 2024 - 12:44
 0  45
ବ୍ରିଜ ଉପରେ ସାଇକେଲ ରଖି ଡ଼େଇଁ ପଡ଼ିଲେ ସ୍କୁଲ ଛାତ୍ରୀ:ଜାରୀ ରହିଛି ସର୍ଚ୍ଚ ଅପରେସନ୍‌

ବ୍ରିଜ ଉପରେ ସାଇକେଲ ରଖି ଡ଼େଇଁ ପଡ଼ିଲେ ସ୍କୁଲ ଛାତ୍ରୀ:ଜାରୀ ରହିଛି ସର୍ଚ୍ଚ ଅପରେସନ୍‌

ସମ୍ବଲପୁର,ଲୋକ୍ ଆବାଜ୍‌.ଇନ୍‌( ବ୍ୟୁରୋ)
ସାଇକେଲ ରଖି ମହାନଦୀ ଉପରକୁ ଆଜି ସକାଳେ ଜଣେ ଛାତ୍ରୀ ଡ଼େଇଁ ପଡ଼ିଥିବା ସୂଚନା ମିଳିଛି । ତେବେ ସେ ସ୍କୁଲ କୁ ବାହାରି ସେ ମହାନଦୀକୁ ଆସି ପୋଲ ଉପରୁ ନଦୀ ଭିତରକୁ ଡ଼େଇଁଛନ୍ତି । ବର୍ତ୍ତମାନ ଓଡ଼୍ରାଫ୍ ଟିମ୍ ମହାନଦୀ ଭିତରେ ଖୋଜାଖୋଜି ଜାରୀ ରଖିଛନ୍ତି । ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ଝିଅଟି ଡ଼େଇଁ ନିଖୋଜ ହେଇପଡ଼ିଛନ୍ତି । ତେବେ ସୂଚନା ଥାଉ କି,ତାଙ୍କ ବଡ଼ ଭଉଣୀ ମଧ୍ୟ ଏହି ମହାନଦୀରେ ବୁଡ଼ି ମୃତ୍ୟୁ ମୁଖରେ ପଡ଼ିଥିଲେ । 

What's Your Reaction?

like

dislike

love

funny

angry

sad

wow