ବୟସ୍କ ବ୍ୟକ୍ତି ଙ୍କ ପାଇଁ ଗୋଷ୍ଠୀ ସ୍ତରୀୟ ଯକ୍ଷ୍ମା ପ୍ରତିଷେଧକ ଟୀକା କରଣ ଶୁଭାରମ୍ଭ

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ପ୍ରଦୀପ ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମିଳନୀ ଗୃହରେ ଶନିବାର ବୟସ୍କ ଯକ୍ଷ୍ମା ପ୍ରତିଷେଧକ ଟୀକା ର ଶୁଭାରମ୍ଭ ହୋଇଯାଇଛି।
ଏଥିରେ ଡ଼ା.ଅଖିଳେଶ ସାମଲ , କିଶୋର ଚନ୍ଦ୍ର ଦାଶ,ପବିତ୍ର ରଣା,ରିନା ନାଗ,ଆଶିଷ ପଧାନଙ୍କ ସମେତ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ ସ୍ବାସ୍ଥ୍ୟ କର୍ମୀ ଓ ଆଶା କର୍ମୀ ଉପସ୍ଥିତ ଥିଲେ । ଏହି ଟୀକାକରଣ ରେ ଛଅଟି ବର୍ଗର ଲୋକଙ୍କୁ ଯଥା ପାଞ୍ଚ ବର୍ଷ ଭିତରେ ଥିବା ଯକ୍ଷ୍ମା ରୋଗୀ,ଯକ୍ଷ୍ମାରୋଗୀଙ୍କ ସମ୍ପର୍କୟ,୬୦ ବର୍ଷ ରୁ ଉର୍ଦ୍ଧ,କୁପୋଷଣ,ମଧୁମେହ ରୋଗୀ ଓ ତମାଖୁ ବ୍ୟବହାର କାରୀ ମୋଟରେ ୭୫୬୬ ଜଣଙ୍କୁ ଟୀକାକରଣ ପାଇଁ ଧାର୍ଯ୍ୟ କରା ଯାଇ ଥିବା ଜଣାପଡିଛି
What's Your Reaction?






