ମଦ୍ୟପ ଯୁବକ ଙ୍କ ଉନ୍ମଦ କାଣ୍ଡ, ବିବାହିତ ମହିଳା ଙ୍କୁ ଦୁଷ୍କର୍ମ ଉଦ୍ୟମ ନେଇ ବାଲିଗୁଡ଼ା ଥାନା ରେ ଅଭିଯୋଗ

Dec 16, 2025 - 08:36
 0  92
ମଦ୍ୟପ ଯୁବକ ଙ୍କ ଉନ୍ମଦ କାଣ୍ଡ, ବିବାହିତ ମହିଳା ଙ୍କୁ ଦୁଷ୍କର୍ମ ଉଦ୍ୟମ ନେଇ ବାଲିଗୁଡ଼ା ଥାନା ରେ ଅଭିଯୋଗ

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପଦ୍ମା ପଦର ଗାଁ ରେ ମାଅଦ୍ୟପ ଯୁବକ ଙ୍କ ଉନ୍ମଦ କାଣ୍ଡ, ବିବାହିତ ମହିଳା ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ, ଟଣl ଓଟରା ସହ ଦୁଷ୍କର୍ମ ଉଦ୍ୟମ ନେ଼ଇ ବାଲିଗୁଡା ଥାନା ରେ ଲିଖିତ ଅଭିଯୋଗ l ସୂଚନା ଅନୁଯାୟୀ ଗତ ସଂଧ୍ୟାରେ ସ୍ଵାମୀ ଘରେ ନଥିବା ସୁଯୋଗ ନେଇ ସେହି ଗାଁ ର ଜଗା ପାତ୍ର ନାମକ ଜଣେ ମଦ୍ୟପ ଯୁବକ ଜୈନିକ ମହିଳା ଙ୍କ ଘରେ ପଶି ମହିଳା ଙ୍କୁ ଟଣା ଓଟରା କରିବା ସହିତ ଦୁଷ୍କର୍ମ ଉଦ୍ୟମ ବେଳେ ମହିଳା ଜଣକ ପାଟିକରି ଥିଲେl ପାଟିଶୁଣି ମହିଳା ଙ୍କ ଶାଶୁ ଓ ଖୁଡ଼ି ଶାଶୁ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବାଲିଗୁଡ଼ା ଥାନା ରେ ଅଭିଯୋଗ ପରେ ବାଲିଗୁଡା ଥାନା ପୋଲିସ୍ ପଦ୍ମା ପଦର ଗାଁ ରେ ପହଞ୍ଚି ତଦନ୍ତ ଜାରୀ ରଖିଛି, ଅଭିଯୁକ୍ତ ଙ୍କୁ କୋଠର ଦଣ୍ଡ ବିଧାନ ପାଇଁ ପରିବାର ଲୋକେ ସମେତ ଗ୍ରାମବାସୀ ମାନେ ଦାବୀ କରିଛନ୍ତି

What's Your Reaction?

like

dislike

love

funny

angry

sad

wow