ମହିଳାଙ୍କ ସହଭାଗିତାରେ ଜଙ୍ଗଲ ପରିଚାଳନା ସମ୍ପର୍କୀୟ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର

Sep 11, 2025 - 22:21
 0  81
ମହିଳାଙ୍କ ସହଭାଗିତାରେ ଜଙ୍ଗଲ ପରିଚାଳନା ସମ୍ପର୍କୀୟ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର :ଲୋକ ଆବାଜ. ଇନ( ବ୍ୟୁରୋ ରିପୋର୍ଟ) 

ରାଜଧାନୀ ଭୁବନେଶ୍ଵରର ସୁତୃପ୍ତି ହୋଟେଲରେ ଏଫ୍ ଇ ଏସ ଓ ଓମାନିଟୀ ଆନୁକୁଲ୍ୟରେ ତା ୯ ରୁ ୧୧-୯-୨୦୨୫ ପର୍ଯ୍ୟନ୍ତ ଦୀର୍ଘ ତିନି ଦିନ ଧରି ମହିଳାଙ୍କ ସହଭାଗିତାରେ ଜଙ୍ଗଲ ପରିଚାଳନା ନିମନ୍ତେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା ।

ସାଧାରଣ ଲୋକଙ୍କ ତଥା ସମାଜରେ ଅବହେଳିତ ଓ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟକାରୀ ଲୋକଙ୍କ ବିକାଶ ଆଣୁଥିବା ଓଡ଼ିଶାର ୧୦ ଟି ଜିଲ୍ଲାର ୧୦ ଟି ଏନ୍ ଜି ଓ ର ମାଷ୍ଟର ଟ୍ରେନର୍ ଯୋଗଦାନ କରିଥିଲେ । ଏଫ୍ ଇ ଏସ ର ମୁଖ୍ୟ ମିନା ଙ୍କ ସମେତ ପ୍ରଦୀପ,ବିରଞ୍ଚି,ଜ୍ୟୋତି ରଞ୍ଜନ, ଦେବାଶିଷ,ମିନତି,ନଟବର ପାଢ଼ୀ ପ୍ରମୁଖ ରିସୋର୍ସ ପର୍ଶନ ରୂପେ ଯୋଗଦାନ କରି ସମ୍ପୂର୍ଣ ପ୍ରଶିକ୍ଷଣ ରେ ମହିଳାଙ୍କ ସହଭାଗିତାରେ ଜଙ୍ଗଲ ପରିଚାଳନା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

What's Your Reaction?

like

dislike

love

funny

angry

sad

wow