ଯୁବ ଶିଳ୍ପପତି ବିଭୂପ୍ରସାଦ ସାହୁଙ୍କ ମାତୃ ବିୟୋଗ :

ଯୁବ ଶିଳ୍ପପତି ବିଭୁ ପ୍ରସାଦ ସାହୁ ଙ୍କ ମାତୃ ବିୟୋଗ
କଳାହାଣ୍ଡି: ଲୋକ୍ ଆଵାଜ୍.ଇନ୍(ବ୍ୟୁରୋ):- କଳାହାଣ୍ଡି ଜିଲ୍ଲା ମ,ରାମପୁର ର ବିଶିଷ୍ଟ ଶିଳ୍ପପତି ବିଭୁ ପ୍ରସାଦ ସାହୁ ଙ୍କ ମାତୃ ବିୟୋଗ ଘଟିଛି । ଆଜି ଅପରାହ୍ନ ଦୁଇ ଘଣ୍ଟା ପଚାଶ ମିନିଟ ସମୟ ରେ ବିନୋଦିନୀ ସାହୁ(୯୧ )ବର୍ଷ ବୟସ ରେ ପରଲୋକ ଘଟିଛି । ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ । ତାଙ୍କରି ଶେଷ ଦର୍ଶନ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍ଥାନୀୟ ଉତ୍ତେଇ ନଦୀ।ଶ୍ମଶାନ ରେ ଶେଷ କୃତ୍ୟ ସଂପନ୍ନ ହୋଇ ଥିଲା। ବଡ଼ ପୁଅ ବିନୋଦ ବିହାରୀ ସାହୁ, ବିପିନ ବିହାରୀ ସାହୁ, ବିହାରୀ ଲାଲ୍ ସାହୁ, ଓ ବିଭୁ ପ୍ରସାଦ ସାହୁ ମୁଖାଗ୍ନି ଦେଇଥିଲେ । ଅଞ୍ଚଳ ରେ ତାଙ୍କରି ବିୟୋଗ ରେ ଶୋକ ର ଛାୟା ଖେଳି ଯାଇଛି ।
What's Your Reaction?






