ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନୂତନ ଗୃହ ଉଦଘାଟନ ସମାରୋହ.... ଯୋଗ ଦେଲେ ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇ

Sep 9, 2024 - 21:17
 0  69
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନୂତନ ଗୃହ ଉଦଘାଟନ ସମାରୋହ.... ଯୋଗ ଦେଲେ ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ନିକଟସ୍ଥ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ନୂତନ ଶ୍ରେଣୀ ଗୃହ ଉଦଘାଟନ ସମାରୋହ ସୋମବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇ ଯୋଗ ଦେଇ ଉଦଘାଟନ କରିଥିଲେ।

ଆୟୋଜିତ ସଭା ରେ ପରିଚାଳନା କମିଟିର ସଭାପତି ସୁଦର୍ଶନ ସାହୁ ଙ୍କ ସଭାପତି ତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇ,ସମ୍ମାନିତ ଅତିଥି ,ଗୌର କିଶୋର ରଣା, କମିଟିର ଉପ ସଭାପତି ପ୍ରେମାନନ୍ଦ ସାହୁ,ଯୁଗ୍ମ ସମ୍ପାଦକ ଜାତୀନ୍ଦ୍ର ନାଥ ସାହୁ,କୋଷାଧ୍ୟକ୍ଷ ହୀରାମଣି ଭୋଇ,ପ୍ରଧାନ ଆଚାର୍ଯ୍ୟ ଶାନ୍ତନୁ କୁମାର ମିଶ୍ର, ଭାନୁମତି ସାହୁ,ରଂଜିତା ସାହୁ ପ୍ରମୁଖ ଯୋଗ ଦେଇ ଥିଲେ।ସଭା କାର୍ଯ୍ୟ ରେ ଆଚାର୍ଯ୍ୟ ପ୍ରତିନିଧି ତୁମ୍ବେଶ୍ୱର ସାହୁ ପରିଚାଳନା କରିଥିଲେ।ଏଥିରେ ଅଭିଭାବିକା, ଅଭିଭାବକ, ଗୁରୁଜୀ, ଗୁରୁମା ମାନେ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow