ସେବା ପକ୍ଷ ଅବସର ରେ ରକ୍ତ ଦାନ ଶିବିର

Sep 19, 2025 - 20:01
 0  92
ସେବା ପକ୍ଷ ଅବସର ରେ ରକ୍ତ ଦାନ ଶିବିର

କଳାହାଣ୍ଡି: ଲୋକ ଆବାଜ୍ ଇନ୍(ବ୍ୟୁରୋ):- 

ମ .ରାମପୁର ମଣ୍ଡଳ ବିଜେପି ପକ୍ଷରୁ ସେବା ପକ୍ଷ ଅବସର ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମ, ରାମପୁର ମଣ୍ଡଳ ସଭାପତି ଯଜ୍ଞସେନ ପଣ୍ଡା ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ଶିବିର ରେ ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼, ଓ ବି ସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ବାଗ, ଜିଲ୍ଲା ସାଧାରଣ ସମ୍ପାଦକ ରୁପେଶ ଜୈନ, ସମ୍ପାଦକ ନରହରି ପଟ୍ଟନାୟକ, ଯୁବ ମୋର୍ଚ୍ଚା ଉପ ସଭାପତି ମାନସ ଜେନା, ବରିଷ୍ଠ ବିଜେପି ନେତା ଆର୍ତ୍ତ ତ୍ରାଣ ମହାପାତ୍ର,ପଦ୍ମ ଲୋଚନ ମିଶ୍ର, ବିଜୟ କୁମାର ମହାଖୁଡ, ମୋହନ ଗିରି ମଣ୍ଡଳ ସଭାପତି ଖ୍ରୀଷ୍ଟ ଦତ୍ତ ରାଉତ୍, ଦେବଦତ୍ତ ପ୍ରହରାଜ, ନିରୋଜ ମହା ଖୁଡ଼, କାର୍ଯ୍ୟକ୍ରମ ସଂଯୋଜକ ଘନଶ୍ୟାମ ଗହୀର, ଦିବାକର ବାଗ, ମୋହନ ମାନହୀରା ଯୋଗ ଦେଇ ଥିବା ବେଳେ ରକ୍ତ ଭଣ୍ଡାର ତରଫରୁ ଗିରିଶ ନାୟକ, ଡମ୍ବରୁ ଧର ସାହୁ, ଡୋଳା ମଣି ମାଝୀ, ସୁବ୍ରତ ପ୍ରଧାନ ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିର ରେ ସମୁଦାୟ ୭୫ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow