ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ.....

Sep 22, 2024 - 08:04
 0  6
ଅନ୍ତର୍ଜାତୀୟ ଶାନ୍ତି ଦିବସ  ପାଳିତ.....

କର୍ଲାମୁଣ୍ଡା: ଲୋକ ଆବାଜ୍ . ଇନ୍ (ନନ୍ଦି କିଶୋର ଭୋଇ ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ରତନ ଭୋଇ ପଂଚାୟତ ସମିତି ହାଇସ୍କୁଲ ର ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଏଣ୍ଡ ଗାଇଡ଼ ସୌଜନ୍ୟ ରେ ଶନିବାର ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ଛାତ୍ରୀ ଛାତ୍ର ମାନେ ହାଇସ୍କୁଲ ଠାରୁ କର୍ଲାମୁଣ୍ଡା ବସ୍ତି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରିଥିଲେ।ସେଠାରେ ଛୋଟ ଛୋଟ ପିଲା ଓ ବୃଦ୍ଧା/ବୃଦ୍ଧ, ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ସୁଖା ଖାଦ୍ୟ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ପାଶା ନେତୃତ୍ୱ ନେଇଥିଲେ।

What's Your Reaction?

like

dislike

love

funny

angry

sad

wow