ଅବକାରୀ ବିଭାଗର ଧରପଗଡ l ୩୮ ଲିଟର ବେଆଇନ ଚୋରା ଦେଶୀ ମଦ ଜବତ

Aug 23, 2024 - 09:41
 0  39
ଅବକାରୀ ବିଭାଗର ଧରପଗଡ l  ୩୮ ଲିଟର ବେଆଇନ ଚୋରା ଦେଶୀ ମଦ ଜବତ

କନ୍ଧମାଳ: ଲୋକ ଆବାଜ୍.ଇନ(ପ୍ରମୋଦ କୁମାର ଦଣ୍ଡସେନା) :

ଚିକିଟି ମଦ ମୃତ୍ୟୁ ଘଟଣା ପରେ  ତତ୍ପରତା ପ୍ରକାଶ କରିଛି ଅବକାରୀ ବିଭାଗ l କନ୍ଧମାଳ ଅବକାରୀ ଅଧୀକ୍ଷକ ଯୋଷକେତନ ବାରିହା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ର ମୋବାଇଲ୍ ଟିମ୍ ଓ ବାଲିଗୁଡା ଅବକାରୀ ଥାନା ପକ୍ଷରୁ ମିଳିତ ଭାବେ ୫୮ ଲିଟର ବେଆଇନ ଚୋରା ଦେଶୀ ମଦ ଜବତ କରିଛି l ଅବକାରୀ ଇନ୍ସପେ୍କ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱ ରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ମହସିଙ୍ଗ ଗୋଛପଡ଼ା କଟାରୀସାହି ନୂଆସାହି ଅଞ୍ଚଳ ରୁ ଚଢ଼ାଉ କରି ୫୮ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ଛଅ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l

What's Your Reaction?

like

dislike

love

funny

angry

sad

wow