କଣ୍ଟାମାଳ ବ୍ଲକ ପରିସରରେ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ

Sep 20, 2024 - 19:36
 0  44
କଣ୍ଟାମାଳ ବ୍ଲକ ପରିସରରେ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ

କଣ୍ଟାମାଳ:ଲୋକ୍ ଆବାଜ୍‌.ଇନ୍‌(ପୂର୍ଣ୍ଣ ଚରଣ ସାହୁଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପରିସରରେ ସାମାଜିକ ସୁରକ୍ଷା ବିଭାଗ ଜିଲ୍ଲା ପ୍ରଶାସନ ବୌଦ୍ଧ ଓ ସ୍ୱାମୀ ବିବେକା ନନ୍ଦ ଜାତୀୟ ପୁନର୍ବାସପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା ଓଲଟ ପୁର ର ମିଳିତ ରେ ହେଉଥିବା ସହାୟକ ଉପକରଣ ବଣ୍ଟନ ଶିବିର କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡି ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ ବେଟ୍ରି ଚାଳିତ ଟ୍ରାଇ ସାଇକେଲ ଗାଡି, ଟ୍ରାଇସାଇକେଲ, ଶ୍ରବଣ ଯନ୍ତ୍ର, ହୁଇଲ ଚେୟାର, ସିପି ଚେୟାର, ବ୍ରେଲି କେନ, ଏମ ଏସ ଆଇଡ଼ି କିଟ, ପରଚେସ,ବୁଲୁ ବାଘ, ସସ୍ମିତା ପୃଷ୍ଟି, କୁଶଳେଶ୍ୱର ପ୍ରଧାନ, ଭାଗ୍ୟବାନ ବାଗ, ସିଦ୍ଧାନ୍ତ ଭୋଇ, କାଜଲ ନାଏକ  ଙ୍କସମେତ50ଜଣଙ୍କୁ ବଣ୍ଟନ କରାଯାଇଥିଲା l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କିସାନ ଯୋଗ ଦେଇଥିଲେ l ବିଏସଏସଓ ସୂର୍ଯ୍ୟ ନାରାୟଣ ଦାସ, ପ୍ରୋଗ୍ରାମ ଅଫିସର ନିରୋଜ କୁମାର ପାତ୍ର କାର୍ଯ୍ୟ କ୍ରମକୁ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow