କରଙ୍ଗାମଲରେ ଗାୟିକା ଜ୍ୟୋସ୍ନା ମୟୀ ଦୀକ୍ଷିତ ଦ୍ଵାରା ସୁନ୍ଦରା କାଣ୍ଡ ପାରାୟଣ

Apr 15, 2025 - 21:23
 0  150
କରଙ୍ଗାମଲରେ ଗାୟିକା ଜ୍ୟୋସ୍ନା ମୟୀ ଦୀକ୍ଷିତ ଦ୍ଵାରା ସୁନ୍ଦରା କାଣ୍ଡ ପାରାୟଣ

ନୂଆପଡା:ଲୋକ ଆବାଜ. ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)

 ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ କରାଙ୍ଗାମାଲ ଠାରେ ଗ୍ରାମର ସମସ୍ତଙ୍କ ସହଯୋଗ କ୍ରମେ ପ୍ରତିମା ପଣ୍ଡା,ସଂଯୁକ୍ତା ପଣ୍ଡା,ରଶ୍ମିତା ପଣ୍ଡା,ସଙ୍ଗୀତା ପଣ୍ଡା, ଆଳାଦିନି ପଣ୍ଡାଙ୍କ ନେତୃତ୍ୱରେ ହନୁମାନ ଜୟନ୍ତୀ ପାଳନ ଅବସରରେ କର୍ତ୍ତା ଭାବରେ ସୁଧୀର ପଣ୍ଡା ଓ ତାଙ୍କ ଧର୍ମ ପତ୍ନୀ ପୁଷ୍ପାଞ୍ଜଳି ପଣ୍ଡା ଦାୟୀତ୍ୱ ନିର୍ବାହ କରିଥିଲେ।ଭକ୍ତି ମୟ ପରିବେଶରେ ଆଜି ସୁନ୍ଦରା କାଣ୍ଡ ପାରାୟଣ ରେ ଗାୟିକା ଜ୍ୟୋସ୍ନା ମୟୀ ଦୀକ୍ଷିତ ଓ ସାଥୀଙ୍କ ସୁଲଳିତ କଣ୍ଠରେ ପ୍ରଭୁଙ୍କ ନାମ ରସରେ କରଂଗାମାଲ ଆହୁରି ସୁନ୍ଦର୍ ଲାଗୁଥିଲା ।ଉପସ୍ଥିତ ଭକ୍ତ ମଣ୍ଡଳୀ ପ୍ରଭୁଙ୍କ କୃପା ଲାଭ କରିବା ସହିତ ନାଚି ଉଠୁଥିଲେ ।ରାଜୀବ ଲୋଚନ ପ୍ରଭୁ ଶ୍ରୀରାମ ମୟ ହୋଇ ପଡ଼ିଲା କରଙ୍ଗାମାଲ ।

What's Your Reaction?

like

dislike

love

funny

angry

sad

wow