କର୍ଲାମୁଣ୍ଡାରେ ଡ୍ରାଇଭର ଦିବସ ପାଳନ...

Sep 2, 2024 - 09:16
 0  26
କର୍ଲାମୁଣ୍ଡାରେ ଡ୍ରାଇଭର ଦିବସ ପାଳନ...

କର୍ଲାମୁଣ୍ଡା: ଲୋକ ଆବାଜ୍. ଇନ୍ (ବ୍ୟୁରୋ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗା ମଣ୍ଡପ ଠାରେ ବ୍ଲକ ସ୍ତରୀୟ ଡ୍ରାଇଭର ମହାସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳନ ହୋଇଯାଇଛି। ଏଥିରେ ବ୍ଲକ ଡ୍ରାଇଭର ସଂଘ ସଭାପତି କାମଦେବ ଭୋଇ ଙ୍କ ସଭାପତିତ୍ୱ ଆୟୋଜିତ କାର୍ଯ୍ୟକ୍ରମରେ କେକ କାଟି ଡ୍ରାଇଭର ଦିବସ କୁ ଧୁମଧାମରେ ପାଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ରାଜେଶ କଂହର, ଦେବୀ ପ୍ରସାଦ ସେଠୀ, କୈଳାସ ସାହୁ, ମଣ୍ଟୁ ବାଗ, ସଂକୀର୍ତ୍ତନ ଭୋଇ ,ଖଗେଶ୍ବର ରଣା, ମେଘୁ ସାହୁ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଡ୍ରାଇଭର ମାନେ ଉପସ୍ଥିତ ଥିଲେ

What's Your Reaction?

like

dislike

love

funny

angry

sad

wow