ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ ୧୦ କିଲୋ ଗଞ୍ଜେଇ ସହ ମୋବାଇଲ ବାଇକ ଜବତ

Sep 2, 2024 - 15:29
 0  48
ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ ୧୦ କିଲୋ ଗଞ୍ଜେଇ ସହ ମୋବାଇଲ ବାଇକ ଜବତ

ବାଲିଗୁଡ଼ା: ଲୋକ୍ ଆବାଜ୍.ଇନ୍( ପ୍ରମୋଦ କୁମାର ଦଣ୍ଡସେନା)
ବାଲିଗୁଡ଼ା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ପକ୍ଷରୁ ଏସ ଆଇ ସଞ୍ଜୟ କୁମାର ସ୍ୱାଇ ଙ୍କ ନେତୃତ୍ୱ ରେ ପେଟ୍ରଲିଂ କରା ଯାଉଥିବା ବେଳେ ଗୋଇବନ୍ଧl ଛକ ଠାରେ ଗଞ୍ଜେଇ ଚାଲଣ କାରି ଦୁଇ ଅଭିଯୁକ୍ତ ସୁଶୀଲ କୁମ୍ଭାର, ବରଗଡ ଜିଲ୍ଲା, ବାଳକୃଷ୍ଣ ଦାସ ବଲାଙ୍ଗୀର ଜିଲ୍ଲା ର ଉଭୟ ପାଖରୁ ୧୦ କିଲୋ ୧୫୦ ଗ୍ରାମ   ଗ୍ରାମ ଗଂଜେଇ  ସହ ଓଡି ୦୩ ଓ୍ୱାଇ ୪୪୬୪ ବାଇକ ସହ ୨୫୦୦ଟଙ୍କା, ଦୁଇ ମୋବlଇଲ ଜବତ କରାଯlଇଥିବା l  ବାଲିଗୁଡ଼ା ଥାନା ଆଇ ଆଇସି ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow