କର୍ଲାମୁଣ୍ଡା ଠାରେ ଧାନ ମଣ୍ଡି ଉଦଘାଟନ....

କର୍ଲାମୁଣ୍ଡା: ଲୋକ ଆବାଜ୍. ଇନ୍ (ଵ୍ୟୁରୋ ରିପୋର୍ଟ୍)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ମଙ୍ଗଳବାର ଧାନ ମଣ୍ଡି ଉଦଘାଟନ ହୋଇଯାଇଛି।ଏହି ଅବସରରେ ତହସିଲଦାର ଅରୁଣ ବର୍ଗେ,କର୍ଲାମୁଣ୍ଡା କ ଯୋନ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା,ଚାଷୀ ସଭାପତି ନନ୍ଦି କିଶୋର ଭୋଇ,ବୋର୍ଡ ଡାଇରେକ୍ଟର ଜୟ ଶଙ୍କରସାହୁ,ଭରତ ବେହେରା,ରଥ ରଣା,ଆନନ୍ଦ ସାହୁ ତଥା ସମବାୟ ସମିତିର ସମ୍ପାଦକ ଭବାନୀ ଶଙ୍କର ସାହୁ,ଡିଇଓ ଅଚିନ ଅନୁଭବ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ମଣ୍ଡି ଉଦଘାଟନ କରିଥିଲେ ।ଏଥିରେ ଚାଷୀ -ହୀରାମଣି ସାହୁ,କୈଳାଶ ଭୋଇ,ସୁଶାନ୍ତ ବାଗ ,ପ୍ରେମାନନ୍ଦ ସାହୁ,ବୀରଞ୍ଚି ମାଝୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।
What's Your Reaction?






