କର୍ଲାମୁଣ୍ଡା ବ୍ଲକ୍: ବିଭିନ୍ନ ସ୍ଥାନ ରେ ଚୋରୀ , ତୁରନ୍ତ ତଦନ୍ତ ପାଇଁ ଦାବୀ

Aug 26, 2024 - 19:49
 0  46
କର୍ଲାମୁଣ୍ଡା ବ୍ଲକ୍: ବିଭିନ୍ନ ସ୍ଥାନ ରେ ଚୋରୀ , ତୁରନ୍ତ ତଦନ୍ତ ପାଇଁ ଦାବୀ

କର୍ଲାମୁଣ୍ଡା: ଲୋକ ଆବାଜ୍.ଇନ(ବ୍ୟୁରୋ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ପାଣି ପମ୍ପ ହାଉସ ଗୁଡିକ ରୁ ତମ୍ବା କେବୁଲ ଗୁଡ଼ିକ ଏକା ସାଙ୍ଗରେ ଚୋରୀ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଛି।ଫଳରେ ପାଇପ ଯୋଗେ ପାଣି ଯୋଗେଇବାରେ ବ୍ୟାଘାତ ସୃଷ୍ଟି ହୋଇଥିବା ଜଣାପଡିଛି।ସୂଚନା ମତେ ବ୍ଲକ ର ରିଷିଡା, ତେରେସିଙ୍ଗା, ବିନ୍ଧାଣି, ଖଲିଆପାଲି ଆଦି ସ୍ଥାନରେ ଥିବା ପାଣିପମ୍ପ ହାଉସରୁ ବିଦ୍ୟୁତ୍ ତମ୍ବା କେବୁଲ୍,କଟର ମେସିନ ଗୁଡ଼ିକ ଚୋରୀ ହୋଇଥିବା ରବିବାର ଅଭିଯୋଗ ହୋଇଛି । 

What's Your Reaction?

like

dislike

love

funny

angry

sad

wow