କର୍ଲାମୁଣ୍ଡା ବ୍ଲକ.... ମାଣ୍ଡିଆ ଚାଷ କୁ ପରିଦର୍ଶନ କଲେ ବ୍ଲକ କୃଷି ଅଧିକାରୀ ଓ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ

Sep 12, 2024 - 21:36
 0  42
କର୍ଲାମୁଣ୍ଡା ବ୍ଲକ.... ମାଣ୍ଡିଆ ଚାଷ କୁ ପରିଦର୍ଶନ କଲେ ବ୍ଲକ କୃଷି ଅଧିକାରୀ ଓ ଜିଲ୍ଲା କାର୍ଯ୍ୟକ୍ରମ  ସଂଯୋଜକ

କର୍ଲାମୁଣ୍ଡା: ଲୋକ ଆବାଜ୍.ଇନ(, ପ୍ରଦୀପ ରଣା)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ଇଣ୍ଡୋ ଗ୍ଲୋବାଲ ସୋଷିଆଲ ସର୍ଭିସ୍ ଶୋଷାଇଟୀ ଓ ଜୟ ଥୁଆମୂଲ୍ ରାମପୁର ଫାରମର ଅରଗାନିକ ପ୍ରଡୁସର କମ୍ପାନୀ ଲିମଟେଡ ପକ୍ଷରୁ ଓଡ଼ିଶା ସରକାର ର ଙ୍କ ଶ୍ରୀ ଅନ୍ନ ଅଭିଯାନ ସହାୟତା ରେ ଚାଲିଥିବା ମାଣ୍ଡିଆ ଚାଷ କୁ ଗୁରୁବାର ବ୍ଲକ କୃଷି ଅଧିକାରୀ ଜୀତେନ୍ଦ୍ର ସିଂ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅକ୍ଷୟ ପାତ୍ର, ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୌମ୍ୟ ରଞ୍ଜନ ମିଶ୍ର, ବିପିସି ଜଗଦୀଶ ପ୍ରସାଦ ରଣା, ସିଇଓ ଟଙ୍କଧର ନାଏକ, ଏବିପିସି ପ୍ରଦୀପ କୁମାର ସାହୁ ପ୍ରମୁଖ ବ୍ଲକ୍ ର ବିଭିନ୍ନ ଅଞ୍ଚଳ କୁ ଗ୍ରସ୍ତ କରି ମାଣ୍ଡିଆ ଚାଷୀଙ୍କ ସହିତ ଆଲୋଚନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟ ରେ ମଧୁସୁଦନ ସାହୁ, ଦେବାଶିଷ ନାଗ,ସିଆରପି ଭାନୁମତି ପ୍ରଧାନ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow