କାର୍ଣିଖୁଣ୍ଟି ଠାରେ ପୋଷାକ ବିତରଣ ଉତ୍ସବ

Apr 30, 2026 - 10:09
 0  6
କାର୍ଣିଖୁଣ୍ଟି ଠାରେ ପୋଷାକ ବିତରଣ ଉତ୍ସବ

କର୍ଲାମୁଣ୍ଡା:(ଲୋକ ଆବାଜ୍.ଇନ୍/ଭୂପିନ୍ଦର ଚୌଧୁରୀ ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କାର୍ଣିଖୁଣ୍ଟି ପ୍ରାଥମିକ ବିଦ୍ୟାଳୟ ଠାରେ ପୋଷାକ ବିତରଣ ଉତ୍ସବ ବଣ୍ଟନ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋରାଡବରା ସିଆରସିସି ଯୁଗଳ ନାଗ, ବିଦ୍ୟାଳୟ ପରିଚଳନା ସମିତିର ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ସାହୁ, ପ୍ରଧାନ ଶିକ୍ଷକ ଧର୍ମୁ ସେନାପତି, ସହକାରୀ ଶିକ୍ଷକ ଅଇଶ୍ଚୈଯ୍ୟ ସାହୁ, ସମାଜ ସେବୀ ଭୂପିନ୍ଦର ଚୌଧୁରୀ ପ୍ରମୁଖ ଯୋଗ ଦେଇ ୨୨ ଜଣ ଛାତ୍ରୀ ଓ ୮ ଜଣ ଛାତ୍ର ଙ୍କୁ ଚଳିତ ଶିକ୍ଷା ବର୍ଷ ୨୦୨୬- ୨୭ ପାଇଁ ପୋଷାକ, ଜୋତା, ପ୍ୟାଣ୍ଟ, ଟି ସାର୍ଟ ଇତ୍ୟାଦି ପ୍ରଦାନ କରିଥିଲେ । 

What's Your Reaction?

like

dislike

love

funny

angry

sad

wow