ଘଣ୍ଟାପଡ଼ାରେ ମାଗଣା ମଶାରୀ ବଣ୍ଟନ ।

Nov 3, 2024 - 09:32
 0  13
ଘଣ୍ଟାପଡ଼ାରେ ମାଗଣା ମଶାରୀ ବଣ୍ଟନ ।

କଣ୍ଟାମାଳ:୨/୧୧(ଲୋକ ଆବାଜ. ଇନ,ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଗ୍ରାମରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମାଗଣା ମଶାରୀ ବଣ୍ଟନ । ମ୍ୟାଲେରିଆକୁ ସଂପୂର୍ଣ୍ଣ ଲୋପ କରିବା ଉଦ୍ଦେଶ୍ୟ ତଥା ମଶା ଦାଉରୁ ରକ୍ଷା ପାଇବା ପାଇଁ ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ମଶାରୀ ବଣ୍ଟନ ହେଉଛି। ସ୍ୱାମୀସ୍ତ୍ରୀଙ୍କୁ ଡବଲ ଓ ୧୨ ବର୍ଷରୁ ଉର୍ଦ୍ଧ୍ବଙ୍କୁ ସିଙ୍ଗଲ ମଶାରୀ ପ୍ରଦାନ କରାଯାଇଛି। ଏଥିରେ ଘଣ୍ଟାପଡ଼ାର ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡ଼ି କର୍ମୀ,ସେବିକା ଓ ଆଶାକର୍ମୀ ମିଳିତଭାବେ ବଶ୍ଚନ କରିଥିଲେ।

What's Your Reaction?

like

dislike

love

funny

angry

sad

wow