ଦୀର୍ଘ ଦିନ ରୁ ରାସ୍ତା ରେ ପଡି ରହିଛି ଗଛ : ଯାତାୟାତ ବାଧା ପ୍ରାପ୍ତ।

Aug 29, 2024 - 22:09
 0  113
ଦୀର୍ଘ ଦିନ ରୁ ରାସ୍ତା ରେ ପଡି ରହିଛି ଗଛ : ଯାତାୟାତ ବାଧା ପ୍ରାପ୍ତ।

ମାଲକାନଗିରି :ଲୋକ ଆବାଜ. ଇନ(ଅବଦୁଲ ଗାନି ଙ୍କ ରିପୋର୍ଟ)

ମାଲକାନଗିରି ଜିଲ୍ଲା କୋରୁକଣ୍ଡା ବ୍ଲକ୍ ସୋମନାଥ ପୁର ଗ୍ରାମପଞ୍ଚାୟତର ହାତୀ ଆମ୍ବ ଗ୍ରାମ ଦେଇ ନାକାମାମୁଡ଼ି ଗ୍ରାମ ପଞ୍ଚାୟତ ର ଘନ୍ଦି ଗାଁ କୁ ନୂତନ ରାସ୍ତା ନିର୍ମାଣ ହେଇଛି! ଘନ୍ଦି ଗାଁରେ ଡିଡ଼ଇ ସମ୍ପ୍ରଦାୟ ର ଆଦିମ ଜନଜାତି ବସ ବାସ କରନ୍ତି କିନ୍ତୁ ଦୁଃଖର ବିଷୟ ଏକ ସପ୍ତାହ ହେବ ରାସ୍ତା ଉପରେ ଗଛ ପଡ଼ିଯାଇଛି ଯେଉଁଥି ପାଇଁ ଗାଁ ଲୋକ କହିବା ଅନୁସାରେ ୧୦୮ ଗାଡ଼ି ମଧ୍ୟ ଯାଇ ପାରୁନାହିଁ ଓ ଯିବା ଆସିବା ବାଧା ପ୍ରାପ୍ତ ହେଉଛି ।ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ରାସ୍ତାରେ ପଡ଼ିଥିବା ଗଛ କୁ ସଫା କରିବାକୁ ଦାବୀ ହେଉଛି।

What's Your Reaction?

like

dislike

love

funny

angry

sad

wow