ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତଃ ଅଟଳବିହାରୀ ବାଜପେୟୀ ଙ୍କ ଜନ୍ମଦିନ ଓ ସୁ ଶାସନ ଦିବସ ପାଳିତ

ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତଃ ଅଟଳବିହାରୀ ବାଜପେୟୀ ଙ୍କ ଶହେତମ ଜନ୍ମ ଜୟନ୍ତୀ ପାଳିତ l ବାଲିଗୁଡା ନଗର ବିଜେପି ପକ୍ଷରୁ ଆଜି ସ୍ଥାନୀୟ ଗାୟତ୍ରୀ ମନ୍ଦିର ସଭାଗୃହ ଠାରେ କନ୍ଧମାଳ ଜ଼ିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, କନ୍ଧମାଳ ସାଂସଦ ଙ୍କ ବ୍ଳକ ପ୍ରତିନିଧି ରଞ୍ଜିତ ସାହୁ, ନଗର ବିଜେପି ସଭାପତି ଆଦିକନ୍ଦ ପଟ୍ଟନାୟକ, ଜ଼ିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ବରିଷ୍ଠ ବିଜେପି ନେତା ପଦ୍ମ ଦାସ ଉପସ୍ଥିତ ରହି ଅଟଳବିହାରୀ ବାଜପେୟ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ନଗର ର ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ l
What's Your Reaction?






