ପେରିୟାର ଙ୍କ ୧୪୬ତମ ଜୟନ୍ତୀ ପାଳିତ।

ସୋନପୁର: ଲୋକ ଆବାଜ.ଇନ୍(ମନୋରଂଜନ ତ୍ରିପାଠୀ ଙ୍କ ରିପୋର୍ଟ)
ବଲାଙ୍ଗିର ଜିଲ୍ଲା ଓବିସି ମଞ୍ଚ କାର୍ଯ୍ୟାଳୟ ସଦର ମହକୁମା ର ରାଜେନ୍ଦ୍ର ପଡା ଠାରେ ରାଜ୍ୟ ସଭାପତି ଶଙ୍କର ପାତ୍ର ଙ୍କ ଅଧ୍ୟକ୍ଷତାରେ ପେରିୟାର ଈ ଭି ରାମ ସ୍ଵାମୀଙ୍କ ୧୪୬ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟ ଓବିସି ମଞ୍ଚ କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ଵାଲ, କାନ୍ତି ଲାଲ ମୁଗ୍ରୀ ମଞ୍ଚାସିନ ଥିଲେ। ଆଲୋଚନା ଚକ୍ର ରେ ଭାରତୀୟ ସମାଜ ନିର୍ମାଣ ରେ ପେରିୟାର ଙ୍କ ଭୁମିକା ଶିର୍ଷକ ଆଲୋଚନା ରେ ଶଙ୍କର ପାତ୍ର,ପ୍ରଦେଶୀ ବିଶ୍ଵାଲ,କାନ୍ତୀଲାଲ ମୁଗ୍ରୀ,ରାଣା ନାଗ,ବାଲିଚରଣ ବାରିକ, ଆନନ୍ଦ ପଧାନ, ତ୍ରିଲୋଚନ ନନ୍ଦ,ତରଣୀ ଦିପ, ରାମଦାସ ମାଝୀ, ଟଙ୍କଧର ଗଡତ୍ୟା,ଉତ୍ତମ ଖମାରୀ, ଅର୍ଜୁନ ମୁଗ୍ରୀ ଅଶୋକ କଲେତ, ସୁଧୀର ପ୍ରଧାନ ରାହାସ ବିହାରି ମାଝୀ,ନବସେତୁ ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ବିଶ୍ବାଳ ,ସରୋଜ କୁମାର ମେଶ୍ଵା, ସଂଯୋଜକ ଓବିସି ମଞ୍ଚ ବଲାଙ୍ଗିର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ସଭାରେ ମଧୁସୂଦନ କ୍ଷେତୀ, ଦୈତାରି ସାହୁ,ବିକ୍ରମ ମହାନନ୍ଦ, ରାଜେନ୍ଦ୍ର ବେହେରା, କିଶନ ମନହିରା, ବିନୋଦ କୁମାର,ସନ୍ଦିପ ଦୀପ,ସଞ୍ଜିବ ସୁନା,ଅନୀଲ ତାଣ୍ଡି, ପ୍ରକାଶ ନାଗ, ମଞ୍ଜରୀ ପଟେଲ,ସୁବାସିନୀ ସାହୁ, ସରସ୍ଵତୀ ସାହୁ,ଭୁବନ ନାଗ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।
What's Your Reaction?






