ବାଲିଗୁଡ଼ା ରେ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୁଜା ଧୁମ୍ ଧାମରେ ପାଳିତ  

Sep 16, 2024 - 16:28
 0  35
ବାଲିଗୁଡ଼ା ରେ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୁଜା ଧୁମ୍ ଧାମରେ ପାଳିତ   

ବାଲିଗୁଡ଼ା ରେ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୁଜା ଧୁମ୍ ଧାମରେ ପାଳିତ

 ବାଲିଗୁଡ଼ା;ଲୋକ ଆବାଜ .ଇନ (ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ୍ ) 

 ଆଜି ଦେବଶିଳ୍ପୀ ବିଶ୍ଵକର୍ମା ପୂଜା, ସାରା ଦେଶରେ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୁଜା ବହୁ ଆଡମ୍ବର ସହକାରେ ପାଳନ କରା ଯାଉଥିବା ବେଳେ କଂଧମାଳ ଜିଲ୍ଲା ବାଲିଗୁଡ଼ା ରେ ଠିକାଦାର ସଂଘ, ଘରୋଇ ଡ୍ରାଇଭରର ସଂଘ , ପୂର୍ତ୍ତ ବିଭାଗ, ଜଳ ଓ ପରିମଳ ବିଭାଗ, ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ସଂସ୍ଥା ଭଳି ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ରେ ଦେବ ଶିଳ୍ପୀ ଙ୍କୁ ଆରାଧନା କରି ପୂଜାର୍ଚ୍ଚନା କରାଯାଇ ଥିଲା

l ଠିକାଦାର ସଙ୍ଘ ରେ କର୍ତ୍ତାଭାବେ ସ୍ଵପ୍ନେଶ୍ୱର୍ ସାହୁ ପୂଜାର ଆୟୋଜନ କରିଥିଲେ l ବାଲିଗୁଡ଼ା ର ବହୁ ଠିକାଦାର ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow