ବି ସି ସି ବ୍ୟାଙ୍କ ଡାଇରେକ୍ଟର ତଥା ପୂର୍ବତନ ସରପଂଚ ଙ୍କ ମାତୃ ବିୟୋଗ

Aug 29, 2024 - 07:24
 0  136
ବି ସି ସି ବ୍ୟାଙ୍କ ଡାଇରେକ୍ଟର ତଥା ପୂର୍ବତନ ସରପଂଚ ଙ୍କ ମାତୃ ବିୟୋଗ

ମ,ରାମପୁର: ଲୋକ ଆବାଜ୍ .ଇନ୍ ( ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ଅନ୍ତର୍ଗତ ସାଲେପାଲି ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଂଚ ରମେଶ ଚନ୍ଦ୍ର ସାହୁ ଙ୍କ ମାତୃ ବିୟୋଗ ଘଟିଛି । ପ୍ରାପ୍ତ ସୂଚନା ମୁତାବକ ପୂର୍ବତନ ସରପଂଚ ତଥା ବି ସି ସି ବ୍ୟାଙ୍କ, ଭବାନୀପାଟଣା ଡାଇରେକ୍ଟର ରମେଶ ଚନ୍ଦ୍ର ସାହୁ ଙ୍କ ମାଆ ଲଳିତା ସାହୁ(୭୧) ଙ୍କ ବୁଧବାର ରାତି ଘ.୩.୨୦ ମିନିଟ୍ ସମୟ ରେ ସାଲେ ପାଲି ସ୍ଥିତ ନିଜ ବାସ ଭବନ ରେ ପରଲୋକ ହୋଇ ଯାଇଛି । ସକାଳୁ ସକାଳୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କରି ଶେଷ ଦର୍ଶନ କରିଥିବା ବେଳେ ତାଙ୍କରି ବିୟୋଗ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି । 

What's Your Reaction?

like

dislike

love

funny

angry

sad

wow