ବେକରେ ରସି ଲଗାଇ ଛାତ୍ର ଆତ୍ମହତ୍ୟା

ବାଲିଗୁଡା : ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା କନୂଆଗାଁ କଞ୍ଜାମାଣ୍ଡି ଠାରେ ଘଟିଛି ଅଭାବନିୟ ଘଟଣା ।ଜଣେ ୨୨ବର୍ଷର ଯୁବକ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।ଆତ୍ମହତ୍ୟା କରିଥିବା ଯୁବକ ହେଲେ ହରଣ ଦିଗାଳଙ୍କ ପୁଅ ସଞ୍ଚୁସ ଦିଗାଳ ବୋଲି ଜଣାପଡିଛି ।ଗତକାଲି ରାତ୍ରରେ କୈଣସି କାରଣ ବସତଃ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି ।ଯୁବକ ଜଣକ ନିଜ ବାରିପଟେ ଗଛରେ ଆତ୍ମହତ୍ୟା କରିଥିଲେ ।ଏନେଇ କନୂଆଗାଁ ପୋଲିସ ଅପମୃତ୍ୟୁ ମାମଲା ରୁଜୁ ତଦନ୍ତ କରୁଥିବା କନୂଆଗାଁ ଥାନା ଅଧିକାରୀ ସୈରଭ କିଶାନ ସୂଚନା ଦେଇଛନ୍ତି ।ଶବକୁ ବ୍ୟବଛେଦ ପାଇଁ ବାଲିଗୁଡା ମେଡିକାଲକୁ ପଠାଯାଇଥିବା ଜଣାପଡିଛି ।
What's Your Reaction?






