ସଟ ସର୍କିଟ ଲାଗି ଜଳିଗଲା ବାଇକ।

Oct 2, 2024 - 18:54
 0  21
ସଟ ସର୍କିଟ ଲାଗି ଜଳିଗଲା ବାଇକ।

କଳାହାଣ୍ଡି : ଲୋକ ଆବାଜ୍.ଇନ୍:(ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ୍)

କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମୋଟେର ଚାର ବାହାଲ ଜାତୀୟ ରାଜପଥ ୨୬ ନିକଟରେ ଥିବା ବଜାଜ ଶୋ ରୁମ କୁ ବାଇକ ସର୍ଭିସିଂ କରିବାକୁ ଶୋ ରୁମ କୁ ନେଇ ଆସିଥିଲେ। ହେଲେ କୌଣସି କାରଣ ବଶତଃ ସଟ ସର୍କିଟ ହୋଇ ବାଇକ ହୁତୁହୁତୁ ହୋଇ ଜଳିଗଲା।ନିଆଁ ଲିଭାଇବା କୁ ଶୋ ରୁମ ର କର୍ମଚାରୀ ମାନେ ଚେଷ୍ଟା କରିଥଲେ ମଧ୍ୟ ନିଆଁ କୁ ଆୟତ୍ତ କରି ପାରି ନଥିଲେ। ଘଟଣା ସମ୍ପର୍କରେ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କୁ ଖବର ଦେବାପରେ ଅଗ୍ନିଶମ ଓଆଇସି ପ୍ରଶାନ୍ତ କୁମାର ବାଘ ଙ୍କ ନେତୃତ୍ୱରେ କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ସୂଚନା ମିଳିଛି। ତେବେ ବାଇକ ଟି ଘନଶ୍ୟାମ ମାଝୀ ଙ୍କ ବୋଲି ଜଣାପଡିଛି।

What's Your Reaction?

like

dislike

love

funny

angry

sad

wow