୩୧ ମାଓବାଦୀ ଇନକାଉଣ୍ଟର (ନିପାତ )

Oct 5, 2024 - 18:49
Oct 5, 2024 - 19:26
 0  181
୩୧ ମାଓବାଦୀ ଇନକାଉଣ୍ଟର (ନିପାତ )

ମାଲକାନଗିରି:ଲୋକ ଆବାଜ. ଇନ (ଅବଦୁଲ ଗାନି ଙ୍କ ରିପୋର୍ଟ)

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାଣପୁର ଜିଲ୍ଲାର ଅବୁଜମାଡ ଜଙ୍ଗଲରେ ଦେଶର ସବୁଠାରୁ ବଡ ନକ୍ସଲ ଏନକାଉଣ୍ଟର ହୋଇଛି ।

 ସୁରକ୍ଷା କର୍ମୀଙ୍କ ଗୁଳିରେ ୩୧ ଜଣ ମାଓବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ଅନେକ ବଡ ବଡ ମାଓ ନେତା ।

 ଘଟଣା ସ୍ଥଳରୁ ବିପୁଳ ପରିମାଣର ବିଷ୍ଫୋରକ ସାମଗ୍ରୀ ଜବତ ହୋଇଛି ଯାହା ମଧ୍ୟରେ ରହିଛି ନକ୍ସଲ ପନ୍ଥିଙ୍କ କିଟ୍ ବ୍ୟାଗ, ଲେଣ୍ଡମାଇନ, AK-47 ରାଇଫଲ, SLR ବନ୍ଧୁକ ଓ LMG ପରି ଅନେକ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର । ବର୍ତ୍ତମାନ ସୁଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣା ପଡିଛି।

What's Your Reaction?

like

dislike

love

funny

angry

sad

wow